• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th October 2023: ଏହି ରାଶିର ବ୍ୟକ୍ତି ସରକାରୀ ଚାକିରି କରିଥିଲେ ମିଳିପାରେ ଖୁସି ଖବର

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୬ଷ୍ଠୀ ନିଶାନ୍ତ ୦୫.୪୧ ଗତେ ୭ ମୀ । ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତ ବାର- କର୍କଟ । ପୁଷ୍କର ଦୋଷ- ନିଶାନ୍ତ ୦୫.୪୧ ଗତେ ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ।

Gemini

ମିଥୁନ

Wednesday 04 Oct 2023

ମୃଗଶିରା- ଆକସ୍ମିକ ଭାବରେ ଘରେ ବନ୍ଧୁ ମିଳନ ଜନିତ ଆମୋଦ ପ୍ରମୋଦର ସୁଅ ଛୁଟିପାରେ । ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ । ଯେଉଁ ମାନେ ନୂତନ ବ୍ୟବସାୟ କରିବାପାଇଁ ଯୋଜନା କରିଛନ୍ତି ସେମାନେ ବ୍ୟାଙ୍କରୁ ଋଣ ପାଇ ପାରିବେ ।

ଆଦ୍ରା- ଚାକିରିରେ ପଦୋନ୍ନତି ମିଳିବ ଏବଂ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଘନିଷ୍ଠତା ବଢିବ । ପ୍ରେମିକ ପ୍ରେମିକା ମାନଙ୍କ ସମ୍ପର୍କ ସ୍ଥିର ଓ ମଧୁର ହେବା ନେଇ ସମସ୍ୟା ରହିବ । ଛାତ୍ରଛାତ୍ରୀମାନେ ଶିକ୍ଷାରେ ଚମତ୍କାର ଫଳାଫଳ କରିବେ ।

ପୁନର୍ବସୁ- ଘରବାଡି ଓ ଗାଡି ମୋଟର କିଣିପାରନ୍ତି । କୋର୍ଟର ନିଷ୍ପତ୍ତି ଆପଣଙ୍କ ପକ୍ଷରେ ହେବ । ସଙ୍ଗୀତକାର ମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିପାରେ ।

ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :