• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th October 2023: ଏହି ରାଶିର ବ୍ୟକ୍ତି ସରକାରୀ ଚାକିରି କରିଥିଲେ ମିଳିପାରେ ଖୁସି ଖବର

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୬ଷ୍ଠୀ ନିଶାନ୍ତ ୦୫.୪୧ ଗତେ ୭ ମୀ । ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତ ବାର- କର୍କଟ । ପୁଷ୍କର ଦୋଷ- ନିଶାନ୍ତ ୦୫.୪୧ ଗତେ ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ।

Pisces

ମୀନ

Wednesday 04 Oct 2023

ପୂ, ଭାଦ୍ରପଦ- ପ୍ରେମ କ୍ଷେତ୍ରରେ ପରିବାରର ସମର୍ଥନ ମିଳିବ । ଶାରୀରିକ ସୁସ୍ଥତା ସଙ୍ଗକୁ ବନ୍ଧୁଙ୍କ ପରାମର୍ଶ ଆପଣଙ୍କ କାର୍ଯ୍ୟକ୍ଷେତ୍ରକୁ ତ୍ୱରାନ୍ୱିତ କରିବ । କଳା, ସାହିତ୍ୟ ଓ କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ପାଇବେ ।

ଉ, ଭାଦ୍ରପଦ-ଉଚ୍ଚଶିକ୍ଷା ପାଇଁ ବିଦେଶ ଗସ୍ତ କରିପାରନ୍ତି । ଅଫିସ୍‌ରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ବ୍ୟବସାୟିକ ଦିଗରୁ ଦିନଟି ସନ୍ତୋଷଜନକ ହେତୁ ମାନ ଭଲ ରହିବ ।

ରେବତୀ- ଧାର୍ମିକ କାର୍ଯ୍ୟରେ ଯୋଗଦେଇପାରନ୍ତି । ନିର୍ମାଣ, ପରିବହନ, ସଭାସମିତି, ସାମ୍ବାଦିକତା ପ୍ରଭୃତି କ୍ଷେତ୍ରରେ ସମସ୍ୟା ଦୂର ହେବ । ଆଲୋଚନା କ୍ଷେତ୍ରରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ ।

ପ୍ରତିକାର- ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :