• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th October 2023: ଏହି ରାଶିର ବ୍ୟକ୍ତି ସରକାରୀ ଚାକିରି କରିଥିଲେ ମିଳିପାରେ ଖୁସି ଖବର

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୬ଷ୍ଠୀ ନିଶାନ୍ତ ୦୫.୪୧ ଗତେ ୭ ମୀ । ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତ ବାର- କର୍କଟ । ପୁଷ୍କର ଦୋଷ- ନିଶାନ୍ତ ୦୫.୪୧ ଗତେ ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ।

Leo

ସିଂହ

Wednesday 04 Oct 2023

ମଘା- ପାରିସ୍ପରିକ ଆଲୋଚନା କ୍ରମେ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ । ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ କିମ୍ବା ଚକ୍ଷୁ-କର୍ଣ୍ଣ ପୀଡାରୁ କଷ୍ଟ ପାଇବେ । ବୈବାହିକ ଜିବନ ସୁଖମୟ ହେବ ।

ପୂ- ଫାଲ୍‌ଗୁନୀ- ସରକାରୀ ଚାକିରିଆଙ୍କୁ କୌଣସି ସମ୍ମାନ ଜନକ ପଦବୀକୁ ମନୋନୀତ ହୋଇପାରନ୍ତି । ପ୍ରେମୀ ଯୁଗଳଙ୍କ ବିବାହ ସ୍ଥିର ହୋଇପାରେ । ଶିକ୍ଷା କ୍ଷେତ୍ରରେ ଉଚ୍ଚ ଶ୍ରେଣୀ ପାଇବା ସହ ବିଦ୍ୟାର୍ଥି ମାନେ ନିଜ କ୍ୟାରିୟର ପାଇଁ ଭଲ ସୁଯୋଗ ପାଇବେ

ଉ- ଫାଲ୍‌ଗୁନୀ- ପୁରାଣ ପଠନ ସହିତ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ସୀମାବିବାଦ କ୍ରମେ ଜଟିଳ ହେଲେ ହେଁ ସଫଳତା ହାସଲ କରିବେ । ପୂର୍ବସ୍ଥିରୀକୃତ କେତେକ ଯୋଜନା ବଦଳାଇବା କଷ୍ଟକର ହୋଇପାରେ।

ପ୍ରତିକାର- ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :