• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th October 2023: ଏହି ରାଶିର ବ୍ୟକ୍ତି ସରକାରୀ ଚାକିରି କରିଥିଲେ ମିଳିପାରେ ଖୁସି ଖବର

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୬ଷ୍ଠୀ ନିଶାନ୍ତ ୦୫.୪୧ ଗତେ ୭ ମୀ । ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତ ବାର- କର୍କଟ । ପୁଷ୍କର ଦୋଷ- ନିଶାନ୍ତ ୦୫.୪୧ ଗତେ ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ।

Virgo

କନ୍ୟା

Wednesday 04 Oct 2023

ଉ- ଫାଲ୍‌ଗୁନୀ- ପିତାମାତାଙ୍କର ଶାରୀରିକ ଅସୁସ୍ଥତା ଓ ଜୀବନସାଥୀ ସହିତ ବିଚାରରେ ମତଭେଦ ହେତୁ ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।

ହସ୍ତା- ଆଜି ଆପଣ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ । କ୍ୟାରିୟରେ ଆଗକୁ ଯିବା ପାଇଁ ସୁଯୋଗ ମିଳିବ ।

ଚିତ୍ରା- ଜଗି ରଖି ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିବ । ଋଣ କରନ୍ତୁ ନାହିଁ ନଚେତ୍ ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ । ସଫଳତା ପାଇବା ପାଇଁ ଆପଣଙ୍କୁ କଠିନ୍ ପରିଶ୍ରମ କରିବା ପାଇଁ ପଡିବ ।

ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :