• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th August 2022: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭ ପାଇବେ

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଶନିବାର ତିଥି – ଅମାବାସ୍ୟା ଦିବା ୦୧/୪୭ ଗତେ ପ୍ରତିପଦ ଚନ୍ଦ୍ର – ସିଂହ ଅହୋରାତ୍ର ଘାତ ଚନ୍ଦ୍ର- କର୍କଟ ଓ ମକର ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ

Scorpio

ବିଛା

Saturday 27 Aug 2022

ବିଶାଖା –ପରିବାର, ବ୍ୟବସାୟ, ସଭା ସମିତି ଓ ପ୍ରସାସନ କ୍ଷେତ୍ରରେ ଶୁଭ ଫଳ ପାଇବେ

ଅନୁରାଧା – ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି

ଜ୍ୟେଷ୍ଠା – ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଶେଷରେ ସଫଳତା ଲାଭକରିବେ

ପ୍ରତିକାର –ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :