• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th Sept 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରିରେ ସଫଳତା ପାଇବେ

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର ତିଥି – ଅମାବାସ୍ୟା ରାତ୍ରି ୦୩/୨୪ ଗତେ ପ୍ରତିପଦ ଚନ୍ଦ୍ର – ସିଂହ ଦିବା ୧୧/୨୧ ଗତେ କନ୍ୟା ଘାତ ଚନ୍ଦ୍ର- କର୍କଟ ଓ ମକର, ଦିବା ୧୧/୨୧ ଗତେ ବୃଷ ଘାତ ବାର – ମେଷ ରାଶିର ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ

Scorpio

ବିଛା

Sunday 25 Sep 2022

ବିଶାଖା – ଉଚ୍ଚ ସ୍ତରର ମହିଳାଙ୍କ ସହ ସମ୍ପର୍କ ପାଇଁ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ହୋଇଯିବ

ଅନୁରାଧା –ପୂର୍ବରୁ ଥିବା ଅଭାବ ଅନଟନ ଦୂର ହେବ

ଜ୍ୟେଷ୍ଠା – ପ୍ରତ୍ୟେକଟି ଉଦ୍ୟମରେ ସଫଳତା ପାଇବେ

ପ୍ରତିକାର –ପ୍ରଭୁ ନୃସିଂହଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :