ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର ତିଥି – ଅମାବାସ୍ୟା ରାତ୍ରି ୦୩/୨୪ ଗତେ ପ୍ରତିପଦ ଚନ୍ଦ୍ର – ସିଂହ ଦିବା ୧୧/୨୧ ଗତେ କନ୍ୟା ଘାତ ଚନ୍ଦ୍ର- କର୍କଟ ଓ ମକର, ଦିବା ୧୧/୨୧ ଗତେ ବୃଷ ଘାତ ବାର – ମେଷ ରାଶିର ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ
ଚିତ୍ରା –ଆକସ୍କିକ ଭାବେ କିଛି ଅର୍ଥ ପ୍ରାପ୍ତି ହୋଇପାରେ
ସ୍ୱାତୀ – ରାଜନୀତିରେ ନିଜର ସାଂଗଠନିକ ଦକ୍ଷତା ଯୋଗ୍ୟତା ଅନୁସାରେ କୌଣସି ଉଚ୍ଚ ପଦବୀ ମିଳିପାରେ
ବିଶାଖା – ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର - ଓଁ ହ୍ରୀଂ ଶ୍ରୀଂ ଶୁକ୍ରାୟ ଜପ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬