• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th Sept 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରିରେ ସଫଳତା ପାଇବେ

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର ତିଥି – ଅମାବାସ୍ୟା ରାତ୍ରି ୦୩/୨୪ ଗତେ ପ୍ରତିପଦ ଚନ୍ଦ୍ର – ସିଂହ ଦିବା ୧୧/୨୧ ଗତେ କନ୍ୟା ଘାତ ଚନ୍ଦ୍ର- କର୍କଟ ଓ ମକର, ଦିବା ୧୧/୨୧ ଗତେ ବୃଷ ଘାତ ବାର – ମେଷ ରାଶିର ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ

Aquarius

କୁମ୍ଭ

Sunday 25 Sep 2022

ଧନିଷ୍ଠା – ସାଂସାରିକ କ୍ଷେତ୍ରରେ ସୁଖ ସମୃ୍‌ଦ୍ଧି ଫେରିଆସିବ ଓ ସମ୍ପର୍କରେ ଉନ୍ନତି ଆସିବ

ଶତଭିଷା – ରାଜନୀତି କ୍ଷେତ୍ରରେ ଅନ୍ୟମାନଙ୍କର ସାହାଯ୍ୟ ସହଯୋଗ ପାଇବେ

ପୂ , ଭାଦ୍ରପଦ – ମିଷ୍ଠାର୍ଣ୍ଣ ଭୋଜନର ଯୋଗ ରହିଛି

ପ୍ରତିକାର – ଭଗବାନଙ୍କର କଛପ ଅବତାର ଫଟକୁ ପୂଜା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :