• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th Sept 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରିରେ ସଫଳତା ପାଇବେ

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର ତିଥି – ଅମାବାସ୍ୟା ରାତ୍ରି ୦୩/୨୪ ଗତେ ପ୍ରତିପଦ ଚନ୍ଦ୍ର – ସିଂହ ଦିବା ୧୧/୨୧ ଗତେ କନ୍ୟା ଘାତ ଚନ୍ଦ୍ର- କର୍କଟ ଓ ମକର, ଦିବା ୧୧/୨୧ ଗତେ ବୃଷ ଘାତ ବାର – ମେଷ ରାଶିର ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ

Virgo

କନ୍ୟା

Sunday 25 Sep 2022

ଉ , ଫାଲଗୁନୀ – କର୍ମ କ୍ଷେତ୍ରରେ ସହକର୍ମୀ ଅଧସ୍ଥନ କର୍ମଚାରୀ ଓ ଉପରିସ୍ଥ ଅଧିକାରୀଙ୍କର ସାହାଯ୍ୟ ସହଯୋଗ ପାଇବେ

ହସ୍ତା – ମହିଳା ମାନେ ମାନସମ୍ମାନ ପାଇବେ

ଚିତ୍ରା – ଶାରିରୀକ ଓ ମାନସିକ ସ୍ତରରେ ଉନ୍ନତି ଆସିବ

ପ୍ରତିକାର - ଇଷ୍ଟଦେବୀ ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :