• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th Oct 2022: ଦୀପାବଳିରେ ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆକସ୍ମିକ ଧନ ଲାଭ ହୋଇପାରେ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର ଚନ୍ଦ୍ର – କନ୍ୟା ରାତ୍ରି ୦୨/୩୨ ଗତେ ତୁଳା ତିଥୀ - ୧୪ଶୀ ସନ୍ଧ୍ୟା ୦୫/୨୭ ଗତେ ଅମାବାସ୍ୟା ଘାତ ଚନ୍ଦ୍ର- ବୃଷ ରାତ୍ରି ୦୨/୩୨ ପର୍ଯ୍ୟନ୍ତ ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ –ନାସ୍ତି

Capricorn

ମକର

Monday 24 Oct 2022

ଉ , ଷାଢା - ବ୍ୟବସାୟରେ ସାମାନ୍ୟ ଲାଭ ହେବ । ରକ୍ତ ପାତର ସମ୍ଭାବନା ପାଇଁ ସତର୍କ ରୁହନ୍ତୁ । ପାରିବାରିକ ଜୀବନରେ ତିକ୍ତତା ଦେଖାଦେବ ।

ଶ୍ରବଣା – ରାଜନୀତିରେ ସହକର୍ମୀ ମାନେ ବିଶ୍ୱାସ ଭାଜନ ହେବେ । ବ୍ୟବସାୟରେ ଉନ୍ନତି ରହିବ । । ଛାତ୍ରଛାତ୍ରି ମାନେ ଶୃଙ୍ଖଳିତ ହେବେ ।

ଧନିଷ୍ଠା – ଧାର କରଜ କରିପାରନ୍ତି । ମହିଳା ମାନେ ପରିବାରରେ ପୁଷ୍ଟି ସାଧାନା ପାଇଁ ଉ୍ୟଯୋଗ କରିବେ ।

ପ୍ରତିକାର- “ଓଁ ଶଂ ଶନୈଶ୍ଚରାୟ ନମଃ” ଏହି ମନ୍ତ୍ରକୁ ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :