• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th Oct 2022: ଦୀପାବଳିରେ ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆକସ୍ମିକ ଧନ ଲାଭ ହୋଇପାରେ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର ଚନ୍ଦ୍ର – କନ୍ୟା ରାତ୍ରି ୦୨/୩୨ ଗତେ ତୁଳା ତିଥୀ - ୧୪ଶୀ ସନ୍ଧ୍ୟା ୦୫/୨୭ ଗତେ ଅମାବାସ୍ୟା ଘାତ ଚନ୍ଦ୍ର- ବୃଷ ରାତ୍ରି ୦୨/୩୨ ପର୍ଯ୍ୟନ୍ତ ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ –ନାସ୍ତି

Aquarius

କୁମ୍ଭ

Monday 24 Oct 2022

ଧନିଷ୍ଠା – ସାମୟିକ ଅସୁସ୍ଥତା ଅନୁଭବ କରିବେ । ଚାକିରିରେ ସ୍ଥିତିି ସମ୍ଭାଳି ନେବେ । ବ୍ୟବସାୟରେ ଭଲ ଲାଭ ମିଳିବ ।

ଶତଭିଷା – ରାଜନିତିରେ ମାନ ସମ୍ମାନ ହାନିର ସମ୍ଭାବନା ରହିଛି । ବିଦ୍ୟାର୍ଥୀ ମାନେ ପଢାପଢି ପ୍ରସନ୍ନ ରହିବେ । ପାରିବାରିକ ଜୀବନରେ ଶୋକତୁର ହୋଇ ପାରନ୍ତି ।

ପୂ , ଭାଦ୍ରପଦ – ଦୁର୍ଜନ ବ୍ୟକ୍ତିଙ୍କ ଠାରୁ ଦୂରରେ ରୁହନ୍ତୁ । ମହିଳା ମାନେ ପୂଜାପୂଜିରେ ମନୋନିବେଶ କରିବେ ।

ପ୍ରତିକାର- “ଓଁ ଶଂ ଶନୈଶ୍ଚରାୟ ନମଃ” ଏହି ମନ୍ତ୍ରକୁ ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :