• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th Oct 2022: ଦୀପାବଳିରେ ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆକସ୍ମିକ ଧନ ଲାଭ ହୋଇପାରେ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର ଚନ୍ଦ୍ର – କନ୍ୟା ରାତ୍ରି ୦୨/୩୨ ଗତେ ତୁଳା ତିଥୀ - ୧୪ଶୀ ସନ୍ଧ୍ୟା ୦୫/୨୭ ଗତେ ଅମାବାସ୍ୟା ଘାତ ଚନ୍ଦ୍ର- ବୃଷ ରାତ୍ରି ୦୨/୩୨ ପର୍ଯ୍ୟନ୍ତ ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ –ନାସ୍ତି

Libra

ତୁଳା

Monday 24 Oct 2022

ଚିତ୍ରା – ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ପାରିବାରିକ ଜୀବନରେ ଅଶାନ୍ତି ଝଡର ଅବସାନ ଘଟିବ ।

ସ୍ୱାତୀ – ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତିି । ବିଦ୍ୟାର୍ଥି ମାନେ ସଫଳତା ହାସଲ କରିବେ । ରାଜନୀତିରେ କୈାଣସି କାର୍ଯ୍ୟକୁ ହାତକୁ ନେବେ ।

ବିଶାଖା – ଶତୃଙ୍କର ସଡ ଯନ୍ତ୍ରର ଶିକାର ହୋଇ ପାରନ୍ତି । ଗୃହିଣୀ ମାନେ କାର୍ଯ୍ୟ ବ୍ୟସ୍ତତା ରହିବେ ।

ପ୍ରତିକାର- “ଓଁ ଶୁଂ ଶୁକ୍ରାୟ ନମଃ’ ଏହି ମନ୍ତ୍ରକୁ ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :