• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th Oct 2022: ଦୀପାବଳିରେ ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆକସ୍ମିକ ଧନ ଲାଭ ହୋଇପାରେ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର ଚନ୍ଦ୍ର – କନ୍ୟା ରାତ୍ରି ୦୨/୩୨ ଗତେ ତୁଳା ତିଥୀ - ୧୪ଶୀ ସନ୍ଧ୍ୟା ୦୫/୨୭ ଗତେ ଅମାବାସ୍ୟା ଘାତ ଚନ୍ଦ୍ର- ବୃଷ ରାତ୍ରି ୦୨/୩୨ ପର୍ଯ୍ୟନ୍ତ ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ –ନାସ୍ତି

Pisces

ମୀନ

Monday 24 Oct 2022

ପୂ , ଭାଦ୍ରପଦ - ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ପ୍ରିୟଜନ ମାନେ ଦୂରେଇ ଦେଇ ପାରନ୍ତି । ଚାକିରିରେ ଦୂର ଯାତ୍ରାର ସମ୍ଭାବନା ରହିଛି ।

ଉ , ଭଦ୍ରପଦ - ରାଜନିତିରେ ସ୍ଥିତି ସୁଦଢୃ କରିବେ । ଶିକ୍ଷାକ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ । ବ୍ୟବସାୟରେ ଧିରେ ଧିରେ ଉନ୍ନତି ହେବ ।

ରେବତୀ – ଶତୃପିଡା ଦେଖାଦେବ । ମହିଳା ମାନେ ସନ୍ତାନ ସନ୍ତତିଙ୍କ ଚିନ୍ତାରେ ଚିନ୍ତିତ ରହିବେ ।

ପ୍ରତିକାର- “ଓଁ ବୁଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :