• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th Oct 2022: ଦୀପାବଳିରେ ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆକସ୍ମିକ ଧନ ଲାଭ ହୋଇପାରେ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର ଚନ୍ଦ୍ର – କନ୍ୟା ରାତ୍ରି ୦୨/୩୨ ଗତେ ତୁଳା ତିଥୀ - ୧୪ଶୀ ସନ୍ଧ୍ୟା ୦୫/୨୭ ଗତେ ଅମାବାସ୍ୟା ଘାତ ଚନ୍ଦ୍ର- ବୃଷ ରାତ୍ରି ୦୨/୩୨ ପର୍ଯ୍ୟନ୍ତ ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ –ନାସ୍ତି

Taurus

ବୃଷ

Monday 24 Oct 2022

କୃତିକା - ଜରୁରୀ କାମକୁ ମିତ୍ରଙ୍କ ସହାୟତାରେ ପୂରଣ ହେବ । ମାନସିକ କ୍ଳାନ୍ତି ଅନୁଭବ କରିବେ । ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ ।

ରୋହିଣୀ – ବ୍ୟବସାୟରେ କ୍ଷତି ଯୋଗୁ ମନରେ ଅଶାନ୍ତିରେ ରହିବ । ଛାତ୍ର ଛାତ୍ରୀ ମାନେ ଗଠନ ମୂଳକ କାର୍ଯ୍ୟରୁ ପ୍ରଶଂସିତ ହୋଇ ପାରନ୍ତି

ମୃଗଶିରା – ଆକସ୍ମିକ ଧନ ଲାଭ ହୋଇପାରେ । ମହିଳା ମାନେ ଆନନ୍ଦିତ ରହିବେ ।

ପ୍ରତିକାର- “ଓଁ ଶୁଂ ଶୁକ୍ରାୟ ନମଃ” ଏହି ମନ୍ତ୍ରକୁ ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :