• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th Oct 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଶନିବାର ଚନ୍ଦ୍ର – ବୃଷ ରାଶିର ଘାତ ଚନ୍ଦ୍ର- ମେଷ ରାତ୍ରି ୧୨/୧୨ ଗତେ ବିଛା ଘାତ ବାର – ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ସନ୍ଧ୍ୟା ୦୫/୫୦ ଗତେ ୧ପାଦ

Cancer

କର୍କଟ

Saturday 15 Oct 2022

ପୁନର୍ବସୁ - ଶାରିରୀକ ଓ ମାନସିକ ପୀଡା ଦେଖାଦେଇ ପାରେ । ଭାଙ୍ଗିଯାଇଥିବା ସପଂର୍କ ପୁନର୍ବାର ଯୋଡି ହୋଇପାରେ । ହାତକୁ ନେଇ ଥିବା କାମରେ କୃତ କାର୍ଯ୍ୟ ହେବେ

ପୁଷ୍ୟା – ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସା ମିଳିବ । ବ୍ୟବସାୟରେ ଧନଲାଭର ସୁଯୋଗ ରହିଛି । ପିଲା ମାନେ ସୁଗୁଣ ଅନୁପ୍ରାଣିତ ହେବେ

ଅଶ୍ଳେଷା - ପଇସା ଦେବା ନେବା ବେଳେ ସାବଧନତା ଅବଲମ୍ବନ କରନ୍ତୁ । ମହିଳା ମାନେ ନିଜ କାର୍ଯ୍ୟ ପାଇଁ ପ୍ରଂଶସିତ ହେବେ

ପ୍ରତିକାର –ଅନାଥଶ୍ରମରେ ଦାନ ଦିଅନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :