• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th Oct 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଶନିବାର ଚନ୍ଦ୍ର – ବୃଷ ରାଶିର ଘାତ ଚନ୍ଦ୍ର- ମେଷ ରାତ୍ରି ୧୨/୧୨ ଗତେ ବିଛା ଘାତ ବାର – ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ସନ୍ଧ୍ୟା ୦୫/୫୦ ଗତେ ୧ପାଦ

Capricorn

ମକର

Saturday 15 Oct 2022

ଉ , ଷାଢା - ସ୍ୱାସ୍ଥ୍ୟରେ ସୁଧାର ଆସିବ । ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ ପାରନ୍ତି । ଠିକ ସମୟରେ କାମ ଆରମ୍ଭ କରନ୍ତୁ । ସଫଳତା ପାଇବେ

ଶ୍ରବଣା –ଅନ୍‌ଲାଇନ ବ୍ୟବସାୟ କରିବାକୁ ଭାବିବେ । ରାଜନୀତିରେ ଅଗ୍ରଣୀ ଭୂମିକା ନେବେ । ସନ୍ତାନ ମାନଙ୍କ କାର୍ଯ୍ୟ କଳାପକୁ ନେଇ ମନ ଅଶାନ୍ତ ରହିପାରେ

ଧନିଷ୍ଠା – ରାସ୍ତାରେ ଯିବା ସମୟରେ ପକେଟ ମାର ପ୍ରତି ସାବଧାନ ରୁହନ୍ତୁ । ମହିଳା ମାନେ ଅନ୍ୟକୁ ଦେଇଥିବା ପ୍ରତିସୃତି ରକ୍ଷା କରିିବେ

ପ୍ରତିକାର – ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :