• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th Oct 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଶନିବାର ଚନ୍ଦ୍ର – ବୃଷ ରାଶିର ଘାତ ଚନ୍ଦ୍ର- ମେଷ ରାତ୍ରି ୧୨/୧୨ ଗତେ ବିଛା ଘାତ ବାର – ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ସନ୍ଧ୍ୟା ୦୫/୫୦ ଗତେ ୧ପାଦ

Gemini

ମିଥୁନ

Saturday 15 Oct 2022

ମୃଗଶିରା - ହଜମ ଜନୀତ ସମସ୍ୟା ଦେଖା ଦେଇପାରେ । ପ୍ରେମି ଯୁଗଳ ପରସ୍ପର ଏକତ୍ର ସମୟ ବିତାଇବେ । କର୍ମକ୍ଷେତ୍ରରେ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ କରିବେ

ଆଦ୍ରା - ବ୍ୟବସାୟରେ ନୂଆ ଗୋଷ୍ଠୀ ସହିତ ଯୋଡି ହେବା ପାଇଁ ଚେଷ୍ଟା କରିବେ । ରାଜନୀତିରେ ଲୋକ ସପଂର୍କ ବୃଦ୍ଧି ପାଇବ । ଶିକ୍ଷାର୍ଥୀ ଏକାନ୍ତରେ ପାଠ ପଢିବା ପାଇଁ ଚେଷ୍ଟା କରନ୍ତୁ

ପୁନର୍ବସୁ - ଖଳ ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ । ମହିଳାଙ୍କୁ କାମରେ ଟିକେ ଆରାମ ମିଳିବ

ପ୍ରତିକାର – ବୁଧଙ୍କର ଗାୟତ୍ରୀ ପାଠ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :