• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th Oct 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଶନିବାର ଚନ୍ଦ୍ର – ବୃଷ ରାଶିର ଘାତ ଚନ୍ଦ୍ର- ମେଷ ରାତ୍ରି ୧୨/୧୨ ଗତେ ବିଛା ଘାତ ବାର – ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ସନ୍ଧ୍ୟା ୦୫/୫୦ ଗତେ ୧ପାଦ

Leo

ସିଂହ

Saturday 15 Oct 2022

ମଘା – ପ୍ରେମ ସମ୍ବନ୍ଧ ପ୍ରତି ଆପଣ ଅଧିକ ବିନମ୍ର ରହିବେ । ହୃଦଜନିତ ରୋଗ ଦେଖା ଦେଇପାରେ । ଯେତେ ଭଲ କଲେ ମଧ୍ୟ ଅନ୍ୟ ମାନେ ଆପଣଙ୍କର କର୍ମ କରିବାର ଶୈଳିକୁ ବୁଝିପାରିବେ ନାହିଁ

ପୂ , ଫାଲଗୁନୀ - ସମାଜରେ ପ୍ରତିଷ୍ଠା ବୃଦ୍ଧି ହୋଇପାରେ । ବ୍ୟବସାୟରେ ଉତରୋତର ଉନ୍ନତି ରହିବ । ଛାତ୍ରଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ

ଉ ,ଫାଲଗୁନୀ – ଜମିଜମା କାରବାରରେ ଠକାମୀରେ ପଡିବେ । ମହିଳାଙ୍କୁ କର୍ମ କ୍ଷେତ୍ରରେ ସକାରାତ୍ମକ ଫଳ ମିଳିବ

ପ୍ରତିକାର – ସୂର୍ଯ୍ୟ ନାରାୟଣକୁ ପୂଜା କରନ୍ତୁ ।

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :