• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th Oct 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଶନିବାର ଚନ୍ଦ୍ର – ବୃଷ ରାଶିର ଘାତ ଚନ୍ଦ୍ର- ମେଷ ରାତ୍ରି ୧୨/୧୨ ଗତେ ବିଛା ଘାତ ବାର – ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ସନ୍ଧ୍ୟା ୦୫/୫୦ ଗତେ ୧ପାଦ

Virgo

କନ୍ୟା

Saturday 15 Oct 2022

ଉ , ଫାଲଗୁନୀ – ବଦ୍‌ହଜମୀ ଜନିତ ରୋଗ ଦେଖାଦେବ । ମଧୁର କଥା ଦ୍ୱାରା ଅନ୍ୟମାନଙ୍କୁ ଖୁସି କରିବେ । ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢିବ

ହସ୍ତା – ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ବାଣିଜ୍ୟ ବ୍ୟବସାୟରେ ବାଧା ଉତ୍ପନ୍ନ ହୋଇପାରେ । ଛାତ୍ରଛତ୍ରୀ ମାନେ ଅଧିକ ସମୟ ଖେଳରେ କଟାଇବେ

ଚିତ୍ରା – କରଦାତା ମାନଙ୍କର ଚାପ ବୃ୍‌ଦ୍ଧି ପାଇବ । ମହିଳା ମାନେ ଘରକୁ ସଜାଇବାରେ ସମୟ କଟାଇବେ

ପ୍ରତିକାର - ଗଣେଷଙ୍କୁ ଦୂବ ଦାନ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :