• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th Nov 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର । ଚନ୍ଦ୍ର – ମିଥୁନ ପ୍ରାତଃ ୦୬/୨୯ ଗତେ କର୍କଟ ତିଥି- ୬ଷ୍ଠୀ ରାତ୍ରି ୦୩/୨୪ ଗତେ ୭ମୀ, ଘାତ ଚନ୍ଦ୍ର- କନ୍ୟା ପ୍ରାତଃ ୦୬/୨୯ ପର୍ଯ୍ୟନ୍ତ, ଘାତ ବାର – ମିଥୁନ, ପୁଷ୍କର ଦୋଷ – ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୧/୧୪ ପର୍ଯ୍ୟନ୍ତ

Virgo

କନ୍ୟା

Monday 14 Nov 2022

ଉ , ଫାଲଗୁନୀ – ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । ବ୍ୟବସାୟରେ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ । ବନ୍ଧୁଙ୍କ ସାହାର୍ଯ୍ୟ ପାଇବେ ।

ହସ୍ତା – ଛାତ୍ରଛାତ୍ରୀ ମାନେ ପଢାପଢିରେ ଉନ୍ନତି କରିବେ । କାରବାରରେ ଆପଣଙ୍କୁ ପ୍ରଚୁର ଲାଭ ହେବ । ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ

ଚିତ୍ରା – ଟଙ୍କା, ପଇସାକୁ ନେଇ ଆପଣଙ୍କ ଚିନ୍ତା ଦୂର ହେବ । ମହିଳା ମାନେ ବିଭିନ୍ନ ପ୍ରକାର ଲାଭର ସୈାଭାଗ୍ୟ ଲାଭ କରିବେ ।

ପ୍ରତିକାର – ଅରଖ ଗଛର ୫ଟି ପତ୍ରକୁ କ୍ଷୀରରେ ଧୋଇ ଘରର ପଶ୍ଚିମ ଦିଗରେ ପୋତି ଦିଅନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :