• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th Nov 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର । ଚନ୍ଦ୍ର – ମିଥୁନ ପ୍ରାତଃ ୦୬/୨୯ ଗତେ କର୍କଟ ତିଥି- ୬ଷ୍ଠୀ ରାତ୍ରି ୦୩/୨୪ ଗତେ ୭ମୀ, ଘାତ ଚନ୍ଦ୍ର- କନ୍ୟା ପ୍ରାତଃ ୦୬/୨୯ ପର୍ଯ୍ୟନ୍ତ, ଘାତ ବାର – ମିଥୁନ, ପୁଷ୍କର ଦୋଷ – ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୧/୧୪ ପର୍ଯ୍ୟନ୍ତ

Cancer

କର୍କଟ

Monday 14 Nov 2022

ପୁନର୍ବସୁ - ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରା ଯୋଗ ରହିଛି। ସ୍ୱାସ୍ଥ୍ୟ ପରିବର୍ତନରେ ଅନୁଭବ କରିବେ । ଭାଇ-ଭଉଣୀଙ୍କ ସହ ଉତମ ସମ୍ପର୍କ ରହିବ ।

ପୁଷ୍ୟା – ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ କରିଲେ ମଧ୍ୟ , ମଧ୍ୟମ ଧରଣର ଫଳ ପାଇବେ । କର୍ମ କ୍ଷେତ୍ରରେ ଆହ୍ୱାନକୁ ସାମ୍ନା କରିବେ । ସାମାଜିକ କ୍ଷେତ୍ରରେ ଯଶ ବଢିବ ।

ଅଶ୍ଳେଷା - ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ । ମହିଳା ମାନେ ପାରିବାରିକ ସୁଖରେ ସମୟ ଅତିବାହିତ କରିବେ ।

ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜାର୍ଚ୍ଚନା କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :