• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th Nov 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର । ଚନ୍ଦ୍ର – ମିଥୁନ ପ୍ରାତଃ ୦୬/୨୯ ଗତେ କର୍କଟ ତିଥି- ୬ଷ୍ଠୀ ରାତ୍ରି ୦୩/୨୪ ଗତେ ୭ମୀ, ଘାତ ଚନ୍ଦ୍ର- କନ୍ୟା ପ୍ରାତଃ ୦୬/୨୯ ପର୍ଯ୍ୟନ୍ତ, ଘାତ ବାର – ମିଥୁନ, ପୁଷ୍କର ଦୋଷ – ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୧/୧୪ ପର୍ଯ୍ୟନ୍ତ

Taurus

ବୃଷ

Monday 14 Nov 2022

କୃତିକା - ଆପଣଙ୍କ ବ୍ୟବସାୟରେ ଅନେକ ଲାଭ ହୋଇପାରେ । ସ୍ୱାସ୍ଥ୍ୟ ଚିନ୍ତାରୁ ମୁକ୍ତି ପାଇବେ । ପରିବାରରେ ପରିବେଶ ଶାନ୍ତିଦାୟକ ରହିବ।

ରୋହିଣୀ – କାର୍ଯ୍ୟ କ୍ଷେତ୍ରରେ ନୂଆ ସମ୍ଭାବନା ତଲ୍ଲାସ କରି ପାରନ୍ତି । ଛାତ୍ରଛାତ୍ରୀ ମାନେ ଉନ୍ନତି ପଥରେ ଅଗ୍ରସର ହେବେ । ସମାଜରେ ଲୋକ ପ୍ରିୟତା ବଢିବ ।

ମୃଗଶିରା – ପାରିବାରିକ ସମ୍ପତିକୁ ନେଇ ବିବାଦ ସମାପ୍ତ ହେବ । ମହିଳା ମାନେ ହସଖୁସିରେ ଦିନ କଟାଇବେ ।

ପ୍ରତିକାର – ନଡିଆ ଉପରେ ଚନ୍ଦନ ଲଗାଇ ୬ଟି କର୍ପୂର ସହିର ଧଳା କନାରେ ଘୋଡାଇ ଜଳରେ ଭସାଇ ଦିଅନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :