• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th Nov 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର । ଚନ୍ଦ୍ର – ମିଥୁନ ପ୍ରାତଃ ୦୬/୨୯ ଗତେ କର୍କଟ ତିଥି- ୬ଷ୍ଠୀ ରାତ୍ରି ୦୩/୨୪ ଗତେ ୭ମୀ, ଘାତ ଚନ୍ଦ୍ର- କନ୍ୟା ପ୍ରାତଃ ୦୬/୨୯ ପର୍ଯ୍ୟନ୍ତ, ଘାତ ବାର – ମିଥୁନ, ପୁଷ୍କର ଦୋଷ – ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୧/୧୪ ପର୍ଯ୍ୟନ୍ତ

Leo

ସିଂହ

Monday 14 Nov 2022

ମଘା – ବେପାରରେ ପ୍ରଗତି ପାଇଁ ଯଥେଷ୍ଟ ଧ୍ୟାନ ଦିଅନ୍ତୁ । ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ ମନ ଅଶାନ୍ତି ରହିବ । ଉଦର ପୀଡା ଦେଖାଦେବ ।

ପୂ , ଫାଲଗୁନୀ - ଖୋଳାଳି ମାନେ ଉତ୍ତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ଚାକିରି କ୍ଷେତ୍ରରେ ମନସ୍କାମନା ପୂରଣ ହେବ । ରାଜନୀତିରେ ସଘର୍ଷ କରି ସଫଳତା ପାଇବେ ।

ଉ ,ଫାଲଗୁନୀ – ମାଲିମକଦ୍ଦମାରେ ସି୍ଥତି ଅନୁକୂଳ ହୋଇପାରେ । ମହିଳା ମାନେ ଇଶ୍ୱର ବିଶ୍ୱାସୀ ହେବେ ।

ପ୍ରତିକାର – କିଛି ଗୁଡ ନେଇ ବିଷ୍ଣୁ ମନ୍ଦିରରେ ଦାନ କରନ୍ତୁ ।

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :