• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th Nov 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର । ଚନ୍ଦ୍ର – ମିଥୁନ ପ୍ରାତଃ ୦୬/୨୯ ଗତେ କର୍କଟ ତିଥି- ୬ଷ୍ଠୀ ରାତ୍ରି ୦୩/୨୪ ଗତେ ୭ମୀ, ଘାତ ଚନ୍ଦ୍ର- କନ୍ୟା ପ୍ରାତଃ ୦୬/୨୯ ପର୍ଯ୍ୟନ୍ତ, ଘାତ ବାର – ମିଥୁନ, ପୁଷ୍କର ଦୋଷ – ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୧/୧୪ ପର୍ଯ୍ୟନ୍ତ

Aquarius

କୁମ୍ଭ

Monday 14 Nov 2022

ଧନିଷ୍ଠା – ଯାନବାହନ କ୍ଷତି, ଦୁର୍ଘଟଣା ଆଦିର ଭୟ ଦେଖା ଦେଇପାରେ । ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ଆଳସ୍ୟ ଯୋଗୁଁ ବନ୍ଧୁ ମହଲରେ ଅପମାନିତ ହେବେ ।

ଶତଭିଷା – ଛାତ୍ରଛାତ୍ରୀ ମାନେ ବିଦ୍ୟାରେ ମନୋନିବେଶ କରି କୃତିତ୍ୱ ହାସଲ କରିବେ । ପ୍ରତ୍ୟେକ କଥାକୁ ଭୟ ଓ କାରଣରୁ କୈାଣସି କାର୍ଯ୍ୟ କରିପାରିବେ ନାହିଁ ।

ପୂ , ଭାଦ୍ରପଦ – କୋର୍ଟ-କଚେରୀ ମାମଲା ଓ ବାଦବିବାଦ ଆପଣଙ୍କ ସପକ୍ଷରେ ରହିବ । ମହିଳା ମାନେ କର୍ମ କ୍ଷେତ୍ରରେ ସହଯୋଗ ପାଇବେ।

ପ୍ରତିକାର – ସାତଟି ଗୋଲ ମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :