/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746770791.jpg)
Pakistan's Failed Plans
ଜମ୍ମୁ କଶ୍ମୀରର ସାମ୍ବା ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ଭାରତୀୟ ଯବାନ । ପାକି ସେନାର ଗୁଳିବର୍ଷା ମଧ୍ୟରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ୭ ଆତଙ୍କବାଦୀ ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏମାନଙ୍କୁ ଅଟକାଇଥିଲେ ବିଏସଏଫ ଯବାନ । ବିଏସଏଫ ଯବାନଙ୍କ କାଉଂଟର ଆଟାକରେ ୭ ଆତଙ୍କୀ ନିହତ ହୋଇଛନ୍ତି । ଏହା ପରେ ସୀମାନ୍ତବର୍ତୀ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି।
Advertisment
ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ; କହିଲେ- ଯେସାକୁ ତେସା ନୀତି
ପାକସେନାର ଦୃଢ ଜବାବ ଦେଉଛି ଭାରତ । ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆଗରେ ଫେଲ ମାରୁଛି ପାକିସ୍ତାନର ମିସାଇଲ । ପାକିସ୍ତାନର ୫୦ ଡ୍ରୋନ ଓ ୮ ମିସାଇଲକୁ ଧ୍ୱଂସ କରି ସାରିଲାଣି ଭାରତ । ସେହିପରି ବାୟୁ ଓ ସ୍ଥଳ ପରେ ଏବେ ଜଳସୀମାରେ ମଧ୍ୟ ପାକିସ୍ତାନ ଉପରେ ପ୍ରହାର କରୁଛି ଭାରତ । ଭାରତର ୧୨ ସହରକୁ ଟାର୍ଗେଟ କରି ଆକ୍ରମଣ ଉଦ୍ୟମ କରିଥିବା ପାକିସ୍ତାନର ସବୁ ଯୋଜନା ଫେଲ ମାରୁଛି ।
Advertisment
ଅଧିକ ପଢ଼ନ୍ତୁ: କିପରି ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା ପାକିସ୍ତାନର ମୁରିଦକେ ଅଞ୍ଚଳ; ସାମ୍ନାକୁ ଆସିଲା ସାଟେଲାଇଟ୍ ଇମେଜ୍
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)