Advertisment

Pope Francis passes away at 88: ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ପରଲୋକ

ପୋପ୍ ଫ୍ରାନ୍ସିସ ନିମୋନିଆରେ ପୀଡ଼ିତ ଥିଲେ। ପ୍ରାୟ ୫ ସପ୍ତାହ ହେଲା ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସକାଳ ୭ଟା ୩୫ ମିନି୍‌ରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ଜାରି କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
pope

pope

ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା। ଆଜି ସକାଳେ ପୋପ୍ ଫ୍ରାନ୍ସିସ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

Advertisment

ମିଳିଥିବା ସୂଚନା ଅନୁସାରେ, ପୋପ୍ ଫ୍ରାନ୍ସିସ ନିମୋନିଆରେ ପୀଡ଼ିତ ଥିଲେ। ପ୍ରାୟ ୫ ସପ୍ତାହ ହେଲା ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସକାଳ ୭ଟା ୩୫ ମିନି୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ଜାରି କରାଯାଇଛି।

ଅଧିକ ପଢ଼ନ୍ତୁ: ମୋ ମୁଣ୍ଡ କାଟ କରିବାକୁ ଚାହୁଁଥିଲା ଆର୍ଜେଣ୍ଟିନା: ପୋପ୍‌ ଫ୍ରାନ୍‌ସିସ୍‌

Advertisment

୨୦୧୩ରେ ପୋପ ବେନେଡିକ୍ସ ଷୋଡ଼ଶ ଏହି ପବିତ୍ର ପଦବୀରୁ ଇସ୍ତଫା ଦେବା ପରେ ଜର୍ଜ ମାରିଓ ବର୍ଗୋଗ୍ଲିଓ(ପୋପ ଫ୍ରାନସିସ) ୨୬୬ ତମ ପୋପ ଭାବେ ମନୋନୀତ ହୋଇଥିଲେ। ରୋମାନ କ୍ୟାଥୋଲିକ ଚର୍ଚ୍ଚର ନେତୃତ୍ଵ ନେବାରେ ସେ ପ୍ରଥମ ଲାଟିନ ଆମେରିକୀୟ ଥିଲେ।

ପୋପ ଫ୍ରାନସିସଙ୍କ ମୃତ୍ୟୁ ପରେ ବିଶ୍ଵବ୍ୟାପୀ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ରାଷ୍ଟ୍ରର ନେତାମାନେ ପୋପଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରିଛନ୍ତି।

ଅଧିକ ପଢ଼ନ୍ତୁ: ନନ୍‌ ଓ ପାଦ୍ରି ବି ଦେଖନ୍ତି ପର୍ଣ୍ଣ ! ଚାଞ୍ଚଲ୍ୟକର ଖୁଲାସା କଲେ ଖ୍ରୀଷ୍ଟିଆନ ଧର୍ମଗୁରୁ

Pope Deadbody
Advertisment
Advertisment