• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ନୂତନ ନିଯୁକ୍ତିର ସୂଚନା ମିଳିବ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର ଚନ୍ଦ୍ର – ମୀନ ରାଶିର ଘାତ ଚନ୍ଦ୍ର- ଧନୁ, ତୁଳା ରାଶିର ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ – ରାତ୍ରି ୦୧/୩୯ ଗତେ ୧ପାଦ । ଗୋପଶୁ- ଅନ୍ନଦାନ

Cancer

କର୍କଟ

Monday 10 Oct 2022

ପୁନର୍ବସୁ - ଦେହ ଭଲ ରହିଲେ ମଧ୍ୟ ମନରେ ଅସ୍ଥିରତା ଦେଖାଦେବ । ପାରିବାରିକ ଜୀବନରେ ପ୍ରିତିହାନି ଯୋଗ ରହିବ । କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ଦ୍ୱାରା ପ୍ରଂଶସିତ ହେବେ ।

ପୁଷ୍ୟା – ବ୍ୟବସାୟରେ ନୂତନ ବ୍ୟବସାୟ କରିବାର ଆଶା ମିଳିବ । ରାଜନିତି କ୍ଷେତ୍ରରେ ତଳିଆ କର୍ମୀଙ୍କ ସହଯୋଗ ପାଇବେ । ବିଦ୍ୟାର୍ଥୀ ମାନେ ପଢାରେ ସମ୍ମାନ ମିଳିବା ସହିତ ବିଦେଶା ଗତ ହେବାର ସୁଯୋଗ ରହିଛି ।

ଅଶ୍ଳେଷା - ଅପ୍ରତ୍ୟାଶିତ ସଂମ୍ପତି ମିଳିବାର ସୂଚନା ଅଛି । ମହିଳା ମାନେ ପରିବାରରେ ଉକୃଷ୍ଟ ମନୋଭାବ ଜାଗ୍ରତ କରିବେ ।

ପ୍ରତିକାର – ସକାଳୁ ଉଠି ସ୍ନାନସାରି ନିଜ ମା ଙ୍କର ପାଦ ସ୍ପର୍ଶ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :