• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ନୂତନ ନିଯୁକ୍ତିର ସୂଚନା ମିଳିବ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର ଚନ୍ଦ୍ର – ମୀନ ରାଶିର ଘାତ ଚନ୍ଦ୍ର- ଧନୁ, ତୁଳା ରାଶିର ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ – ରାତ୍ରି ୦୧/୩୯ ଗତେ ୧ପାଦ । ଗୋପଶୁ- ଅନ୍ନଦାନ

Sagittarius

ଧନୁ

Monday 10 Oct 2022

ମୂଳା – ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ । ଆଶା ପୂରଣ ଦିଗରେ ବନ୍ଧୁ ମାନଙ୍କ ସହିତ ପରାମର୍ଶ କରିଲେ ଅବଶ୍ୟ ଭଲ ହେବ । ନିଜର ଅହଂଭାବ ଯୋଗୁ କୈଣସି କାର୍ଯ୍ୟ ଠିକ୍ ଭାବରେ କରି ପାରିବ ନାହିଁ ।

ପୂ , ଷାଢା – ବ୍ୟବସାୟରେ ଲାଭପ୍ରଦ ହେବେ ଓ ସୈଖିନ ଦ୍ରବ୍ୟ ସଗ୍ରହ କରିବେ । ରାଜନୀତିରେ ଲୋକ ସଂପର୍କ ବୃଦ୍ଧି ସହ ଉଚ୍ଚ ପଦବୀ ପାଇବେ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ

ଉ , ଷାଢା – ମାଲିମକନ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇ ନଥାଏ । ମହିଳା ମାନେ କଳହ ପ୍ରିୟ ହେବେ

ପ୍ରତିକାର – ଶ୍ରୀ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :