• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ନୂତନ ନିଯୁକ୍ତିର ସୂଚନା ମିଳିବ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର ଚନ୍ଦ୍ର – ମୀନ ରାଶିର ଘାତ ଚନ୍ଦ୍ର- ଧନୁ, ତୁଳା ରାଶିର ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ – ରାତ୍ରି ୦୧/୩୯ ଗତେ ୧ପାଦ । ଗୋପଶୁ- ଅନ୍ନଦାନ

Virgo

କନ୍ୟା

Monday 10 Oct 2022

ଉ , ଫାଲଗୁନୀ – କିଛି ମାତ୍ରାରେ ସ୍ୱାସ୍ଥ୍ୟରେ ଅବନତି ହେବ । ପ୍ରେମ ସମ୍ପର୍କ ବିଫଳ ହୋଇପାରେ । କର୍ମଜୀବି ମାନେ କର୍ମପ୍ରବଣତା ଦେଖାଇବେ ।

ହସ୍ତା – କୈାଣସି ଧାତୁ ସମ୍ବନ୍ଧୀୟ ବ୍ୟବସାୟରେ ଉନ୍ନତି ଲାଭ କରିବେ । ସାମାଜିକ ଓ ପ୍ରଭାବଶାଳୀ କାର୍ଯ୍ୟରେ ମନ ବଳାଇବେ । ଶିକ୍ଷାର୍ଥୀ ମାନଙ୍କର ଇଚ୍ଛା ପୂରଣ ହେବ

ଚିତ୍ରା – ମାଲିମକନ୍ଦମା ଆପଣଙ୍କ ସପକ୍ଷରେ ଯିବ । ମହିଳା ମାନେ ପାରିବାରିକ ସୁଖରେ ସମୟ ଅତିବାହିତ କରିବେ ।

ପ୍ରତିକାର - ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :