• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ନୂତନ ନିଯୁକ୍ତିର ସୂଚନା ମିଳିବ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର ଚନ୍ଦ୍ର – ମୀନ ରାଶିର ଘାତ ଚନ୍ଦ୍ର- ଧନୁ, ତୁଳା ରାଶିର ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ – ରାତ୍ରି ୦୧/୩୯ ଗତେ ୧ପାଦ । ଗୋପଶୁ- ଅନ୍ନଦାନ

Leo

ସିଂହ

Monday 10 Oct 2022

ମଘା – ଅସ୍ୱାସ୍ଥ୍ୟ କର ପରିସ୍ଥିତିକୁ ନେଇ ଚିନ୍ତା ଗ୍ରସ୍ତ ରହିବେ । ପତି ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାବଣା ରହିବ । କର୍ମଜୀବି ମାନେ କର୍ମପ୍ରବଣତା ପ୍ରିତି ବୃଦ୍ଧି ପାଇବ

ପୂ , ଫାଲଗୁନୀ - ବ୍ୟବସାୟ- ବାଣିଜ୍ୟରେ କ୍ଷତି ଅଯଥା ବ୍ୟୟ ଓ ଆର୍ଥିକ ହାନି ସୂଚିତ ହେବ । ରାଜନୀତି ସଙ୍ଗଠନ ସୁଦୃଢ ହେବ । ଛାତ୍ରଛାତ୍ରୀ ମାନେ ପଢାପଢିରେ ଉନ୍ନତି କରିବେ ।

ଉ ,ଫାଲଗୁନୀ – ଜମିଜମାକୁ ବିବାଦ ଉପୁଜିବେ । ମହିଳା ମାନେ ସୁଖି ହେବେ ।

ପ୍ରତିକାର – ଇଷ୍ଟ ଦେବୀ ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :