• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ନୂତନ ନିଯୁକ୍ତିର ସୂଚନା ମିଳିବ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର ଚନ୍ଦ୍ର – ମୀନ ରାଶିର ଘାତ ଚନ୍ଦ୍ର- ଧନୁ, ତୁଳା ରାଶିର ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ – ରାତ୍ରି ୦୧/୩୯ ଗତେ ୧ପାଦ । ଗୋପଶୁ- ଅନ୍ନଦାନ

Scorpio

ବିଛା

Monday 10 Oct 2022

ବିଶାଖା – ରକ୍ତ ପାତର ସମ୍ଭାବନା ପଇଁ ସତର୍କ ରୁହନ୍ତୁ । ପାରିବାରିକ ଜୀବନରେ ସନ୍ଦେହ ଦେଖାଦେବ । କର୍ମ କ୍ଷେତ୍ରରେ ଅଗ୍ରଗତି ଘଟିବ ।

ଅନୁରାଧା –ଆକସ୍ମିକ ନୂତନ ବ୍ୟବସାୟ ଆରମ୍ଭ କରିବେ । ରାଜନୀତିରେ ଉଚ୍ଚ ପଦବୀ ମିଳିବ । ପଢା ପଢିରେ ଶିକ୍ଷକଙ୍କ ସହୟତା ମିଳିବ ।

ଜ୍ୟେଷ୍ଠା – ଜମିଜମାକୁ ନେଇ କଳହ ଲାଗି ରହିପାରେ । ମହିଳା ମାନଙ୍କର କିଛି ମାତ୍ରାରେ ଉନ୍ନତି ହୋଇପାରେ ।

ପ୍ରତିକାର - ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :