Advertisment

ଇଣ୍ଡିମେଣ୍ଟ ଆଡ଼କୁ ଢଳୁଛି କି ବିଜେଡି ?

ଇଣ୍ଡିମେଣ୍ଟ ଆଡ଼କୁ ଢଳୁଛି କି ବିଜେଡି ? ହରିୟାଣା,ଜମ୍ମୁ-କାଶ୍ମୀର ଏକଜିଟ୍ ପୋଲ ପରେ ପରେ ବଢ଼ିଲା ଚର୍ଚ୍ଚା । କଂଗ୍ରେସ ଓ ରାହୁଲଙ୍କୁ ବିଜେଡି ନେତାଙ୍କ ଭୁରି ଭୁରି ପ୍ରଶଂସା ପରେ ଚର୍ଚ୍ଚା । ଦେବାଶିଷ କହିଲେ, ନିଷ୍ପତ୍ତି ନେବ ଦଳ । ବିଜେପି କହିଲା, କିଛି ପ୍ରଭାବ ପଡ଼ିବନି ।

author-image
Sujit kumar Swain

BJD
Advertisment
Advertisment