Advertisment

ନୂଆ ନିଷ୍ପତ୍ତି କିନ୍ତୁ ପୁରୁଣା ନୀତି । ସଫଳ ହେବ ତ ନୂଆ ସରକାରରେ ଆଳୁ ମିଶନ୍ ?

ପୂର୍ବଭଳି ଏବେ କାର୍ଯ୍ୟକ୍ଷମ ଶୀତଳଭଣ୍ଡାର ପାଇଁ ୫୦ ପ୍ରତିଶତ ବିଜୁଳି ଦର ଛାଡ ଲାଗି ନିଷ୍ପତ୍ତି ହୋଇଛି।

author-image
Satyendu Shekher Mishra

ନୂଆ ନିଷ୍ପତ୍ତି କିନ୍ତୁ ପୁରୁଣା ନୀତି । ସଫଳ ହେବ ତ ନୂଆ ସରକାରରେ ଆଳୁ ମିଶନ୍ ? ଏଇ ମାସରୁ ପୁଣି ଆଳୁ ମିଶନକୁ କାର୍ଯ୍ୟକାରୀ କରିଛନ୍ତି ମୋହନ ସରକାର। ୨୦୨୪ରୁ ୨୦୨୭ ଯାଏଁ ୩ ବର୍ଷ ପାଇଁ ମିଶନକୁ ପୁଣି ଚଳାଇବାକୁ କୃଷି ବିଭାଗ ନିଷ୍ପତ୍ତି ନେଇଛି। ହେଲେ ଆଶ୍ଚର୍ଯ୍ୟର କଥା ବିଜେଡି ସରକାର ବେଳେ ଫେଲ୍ ମାରିଥିବା ଏ ମିଶନର ନୀତି ଅପରିବର୍ତ୍ତିତ ରହିଛି। ପୂର୍ବଭଳି ଏବେ କାର୍ଯ୍ୟକ୍ଷମ ଶୀତଳଭଣ୍ଡାର ପାଇଁ ୫୦ ପ୍ରତିଶତ ବିଜୁଳି ଦର ଛାଡ ଲାଗି ନିଷ୍ପତ୍ତି ହୋଇଛି।

Advertisment
Advertisment
Advertisment