ପୋଲିସ୍ କମ୍ୟୁନିକେସନ୍ର ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ପାଖରୁ ମିଳିଛି କୋଟି କୋଟି ଟଙ୍କା ମୂଲ୍ୟର କାର୍, ବାଇକ୍ ଓ ଆଖିଖୋସା ସମ୍ପତ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତ୍ରିନାଥଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ କରିଛି।
କିଛିଦିନ ପୂର୍ବେ ରାଜ୍ୟ ସରକାର ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ ଏବେ ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁର୍ନୀତି ଓ ଅପାରଗତା ପାଇଁ ଏହି ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ଭଦ୍ରକ ଜିଲ୍ଲାର କାଉପୁରଠାରେ ପୂଣ୍ୟତୋୟା ସାଳନ୍ଦୀ ନଦୀର ମଧ୍ୟସ୍ଥଳୀରେ ରହିଛି ଦେବର କୁଣ୍ଡ। ପ୍ରତିବର୍ଷ ଭୈମ ଏକାଦଶୀ ଦିନରୁ ଏଠାରେ ଆରମ୍ଭ ହୁଏ ଦେବରକୁଣ୍ଡ । ଦିନେ ନୁହେଁ ୧୨ ଦିନ ପର୍ଯ୍ୟନ୍ତ ଚାଲେ ଏହି ମେଳା।
ବାଜିରେ ଲାଗିଲା କେନ୍ଦ୍ରାପଡ଼ା ସାଂସଦଙ୍କ ରାଜନୈତିକ କ୍ୟାରିୟର । ଅନୁଭବଙ୍କୁ ଛାଡ଼ି ବର୍ଷାଙ୍କ ଉପରେ ଛାମୁଙ୍କ ଭରସା । ଦଳୀୟ କାର୍ଯ୍ୟକ୍ରମରେ ସିନେମା ଡାଇଲଗ ମାରି ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରୁଥିବା କେନ୍ଦ୍ରାପଡ଼ା ସାଂସଦଙ୍କ ବେଳକାଳ ଭଲ ନାହିଁ ପରି ଲାଗୁଛି । ଆଗ ପରି ତାଙ୍କ ଦବଦବା ଆଉ ନାହିଁ । ତେଙ୍କୁ କୌଣସି କାର୍ଯ୍ୟକ୍ରମକୁ ଡକାଯାଉ ନାହିଁ । ପାରିବାରିକ ବିବାଦ କାରଣ ପାଇଁ ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଉଥିବା କୁହାଯାଉଛି ।
ପରିସ୍ରାରେ କାହିଁକି ରକ୍ତ ପଡ଼ୁଛି? ଯଦି ପଡ଼ୁଛି ତେବେ କରିବେ କ’ଣ? ତେବେ ଚାଲନ୍ତୁ ଜାଣିବା ଏହାର ଉପଚାର ।
ଭାରି ସୁଆଦିଆ ଦେଶୀ କୁକୁଡ଼ା ବାଉଁଶ ପୋଡ଼ା। ପଖାଳ ହେଉ କି ଗରମ, କି ରୁଟି ଯାହାକୁ ଲଗାଇ ଖାଇଲେ ବି ଭାରି ଟେଷ୍ଟି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସୁଆଦିଆ 'ଦେଶୀ କୁକୁଡ଼ା ବାଉଁଶ ପୋଡ଼ା' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ
ଏଡିଏମ୍, ଯନ୍ତ୍ରୀଙ୍କ ପରେ ଏବେ ପୋଲିସ୍ ବାବୁଙ୍କ ଘରେ ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ପୋଲିସ୍ କମ୍ୟୁନିକେସନ୍ର ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ କଟକ, ଭୁବନେଶ୍ୱର, ଯାଜପୁର, କୋରାପୁଟରେ ଥିବା ଘରେ ଭିଜିଲାନ୍ସ ରେଡ୍ ହୋଇଛି।
ଆଜି ଠାରୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ମେଳାରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଦେଶ ବିଦେଶରୁ ବହୁ ସାଧୁସନ୍ଥ ମାନଙ୍କର ଆଗମନ ହେବ । ଏହାସହିତ ଅଲେଖ ମହିମା ଧ୍ୱନୀରେ ପ୍ରକମ୍ପିତ ହେବ ଏହି ମହିମାଗାଦି ।
ଭୋଟ୍ ତାତି ଲଗାଇଲା ରାଜନୈତିକ ହିଂସାର ନିଆଁ I କେଉଁଠି ପ୍ରାର୍ଥୀଙ୍କ ଘରକୁ ବୋମାମାଡ଼, କେଉଁଠି ଢେଲାମାଡ଼ I ଯୋଡ଼ାରେ ପ୍ରଚାର ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ I ପୁରୀ ଗୋପରେ ପ୍ରଚାର କ୍ୟାମ୍ପ ପୋଡ଼ିଦେଲେ ଦୁର୍ବୃତ୍ତ
ଓଡ଼ିଶା ମାଟିରେ ଆନ୍ଧ୍ରର ରାଜୁତି। ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବି ଆନ୍ଧ୍ର ସରକାର ଅନାୟାସରେ କୋଟିଆର ସୀମାନ୍ତ ଗାଁର ନିରୀହ ଆଦିବାସୀଙ୍କୁ ବିଭିନ୍ନ ସ୍କିମ୍ ଦ୍ୱାରା ପ୍ରଲୋଭିତ କରିବାକୁ ଜାରି ରଖିଛନ୍ତି ନିରନ୍ତର ପ୍ରୟାସ।
ରସିକିଆ ସ୍ବାମୀର ଭାଣ୍ଡାଫୋଡ୍ I ୭ ରାଜ୍ୟରେ ୧୪ ସ୍ତ୍ରୀ I ମାଟ୍ରିମୋନି ସାଇଟ୍ରେ ମିଛ ଡାକ୍ତର ପ୍ରୋଫାଇଲ୍ I ସଂଭ୍ରାନ୍ତ ମହିଳାଙ୍କୁ କରୁଥିଲା ଟାର୍ଗେଟ୍ I ପତ୍ନୀଙ୍କୁ ଧୋକା ଦେଇ ଟଙ୍କା ହଡପ୍ ଅଭିଯୋଗ I କମିଶନରେଟ୍ ପୋଲିସର ତନାଘନା
୨୦୧୯ ଆଜି ପରି ସେଦିନ ବି ଥିଲା ଫେବ୍ରୁଆରି ୧୪। ପ୍ରାୟ ଅଢ଼େଇ ହଜାର ସିଆରପିଏଫ୍ ଯବାନ ଜମ୍ମୁରୁ ଯାଉଥିଲେ ଶ୍ରୀନଗର। ସମୟ ଅପରାହ୍ନ ପ୍ରାୟ ୩ଟା। ପୁଲଓ୍ୱାମା ଜିଲ୍ଲାର ଲେଥାପୁରା ନିକଟରେ ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ କରି ବର୍ବର ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ଘଟାଇଲା ଆତ୍ମଘାତୀ ବିସ୍ଫୋରଣ।
ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ଥମିଲା ପ୍ରଚାର । ଦିନକ ପରେ ଅର୍ଥାତ ୧୬ ତାରିଖ ସକାଳ ୭ଟାରୁ ଦିନ ଗୋଟିଏ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ ।
ଚୀନ୍ ବିରୋଧରେ ପୁଣି ଡିଜିଟାଲ ଷ୍ଟ୍ରାଇକ୍ I ଭାରତରେ ବ୍ୟାନ୍ ଆଉ ୫୪ ଚାଇନିଜ୍ ଆପ୍ I ସୁଇଟ୍ ସେଲ୍ଫି, ବିୟୁଟି କ୍ୟାମେରା ଓ ଭିଭା ଆପ୍ ବ୍ୟାନ୍ I ଚୋରି ହେଉଥିଲା ସମ୍ବେଦନଶୀଳ ତଥ୍ୟ-ଆଇଟି ମନ୍ତ୍ରାଳୟ
ପଂଚାୟତ ନିର୍ବାଚନ ପାଇଁ ଗାଁ ମୁହାଁ ନେତା। କାହାକୁ କରୋନା କମଳ ବାଂଟି ଦେଉଛନ୍ତି ତ କାହାର ଗୋଡ଼ ଧରିନେଉଛନ୍ତି...କହୁ କହୁ କହିଦେଉଛନ୍ତି ଆମେ ନେଇ ନେଇ ନେତା, ଆମେ ପୁଣି କାହାକୁ କ’ଣ ଦେବୁ?
ସ୍ୱାମୀଙ୍କୁ ଜୋରଦାର ବିରୋଧ କରୁଛନ୍ତି କିନ୍ତୁ ଶଙ୍ଖ ଦଳିଆ ନେତାଙ୍କୁ ପଂଚାୟତ ନିର୍ବାଚନରେ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି। ଖରାତରାରେ ବୁଲି ଦଳୀୟଗୁଣ ଗାନ କରିବା ସହ ଛୋଟ ପିଲାଙ୍କୁ କାରରେ ବସାଇ ଗେଲ କରୁଛନ୍ତି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ
ଖେଳିବା ସହ ବାପାଙ୍କୁ ଚାଷରେ ସାହାଯ୍ୟ କରିବାକୁ ପଡ଼େ। ପଡ଼ିଆରେ ଖେଳିବା ସହ ଖଳାକୁ ବିଲରୁ ଧାନ ମୁଣ୍ଡାଇ ଆଣିଥିଲେ...କଷ୍ଟ କରି ଏବେ ଅନ୍ୟମାନଙ୍କ ପାଇଁ ପାଲଟିଗଲେ ପ୍ରେରଣା, ଦେଖନ୍ତୁ ଏହି ଭିଡ଼ିଓ
ବିଜେଡ଼ିରେ ବର୍ତ୍ତମାନ ୱାର୍କର ନାହାନ୍ତି। ସେମାନେ କଂଟ୍ରାକ୍ଟରୁ ନେଇ ରାଜନୀତି କରୁଛନ୍ତି। ତାଙ୍କର ଯଦି ନେତା ଅଛନ୍ତି ସେମାନେ ଅନ୍ୟ ଦଳର ନେତାଙ୍କୁ କାହିଁକି କିଣିନେଉଛନ୍ତି?
ଦେଖାଯାଉଛନ୍ତି ପ୍ରେମିକା। ହେଲେ ତାଙ୍କୁ କହିବେ କେମିତି ଜାଣିପାରୁନାହାନ୍ତି ପ୍ରେମିକ...ଦେଖନ୍ତୁ ଅଧା ଲେଖା ଅଧା ଗପରେ କଣ ଚାଲିଛି
ମାତ୍ର ୧ ଟଙ୍କାରେ ଚିକିତ୍ସା ସହ ମିଳୁଛି ସହୁ ଔଷଧ। ରୋଗ ଦେଖାଇବାକୁ ଏହି ଡାକ୍ତରଙ୍କ ପାଖରେ ଲାଗିଛି ଲମ୍ବା ଲାଇନ୍। ବିଭିନ୍ନ ରୋଗ ଦେଖାଇ ଭଲ ହେଉଛନ୍ତି ରୋଗୀ...୧ ଟଙ୍କିଆ କ୍ଲିନ୍କକୁ ଏହାରି ମଧ୍ୟରେ ପୂରିଛି ୧ ବର୍ଷ
କାହାକୁ ଭଲ ପାଉଥିଲେ ବିଶିଷ୍ଟ ଶିଳ୍ପପତି ରତନ ଟାଟା ? କାହିଁକି ହୋଇପାରିଲା ନାହିଁ ବିବାହ ? ବିବାହରେ କିଏ ସାଜିଲା ପ୍ରତିବନ୍ଧକ ? ଏମିତି ଅନେକ ପ୍ରଶ୍ନର ଉତ୍ତର ରହିଛି ଏହି ରିପୋର୍ଟରେ...
ରାତି ଅଧିଆ ଗାଁରେ ପଶିଥିଲେ ନେତା। ଅନ୍ଧାରିଆ ଦେଖି ମାଡ଼ି ବସିଲେ ଜନତା...ମାରିଦେଲୁରେ ନାରଣ...ଦେଖୁନାହାନ୍ତି ତା’ପରେ ହେଲା କଣ?
୨ ଫୁଟର ଝିଅ। ୫ ଫୁଟର ପୁଅ। ଝିଅର ବୟସ ୩୨। ପୁଅର ବୟସ ମାତ୍ର ୧୯। ହେଲେ ଦୁହଁଙ୍କ ଭିତରେ ହୋଇ ଯାଇଛି ପ୍ରେମ। ଏବେ ସାରା ବିଶ୍ୱରେ ଏହି ପ୍ରେମ କାହାଣୀର ଚର୍ଚ୍ଚା...
ଆଜି ଭାଲେଣ୍ଟାଇନ୍ ଡେ। କାହିଁକି ପାଳନ ହୁଏ ଏହି ଦିନ। କେମିତି ହେଲା ଏହାର ନାଁ। କିଏ ଦେଲା ଏମିତି ନାଁ। ସତରେ କଣ ଆଜିର ଦିନରେ ପ୍ରେମ ପାଇଁ ପ୍ରିୟ ମଣିଷ ସହ କିଛି ମୁହୂର୍ତ୍ତ କାଟିବାକୁ ହୋଇଥାଏ...
ପ୍ରେମର ଦିବସରେ ଲାଲ ଗୋଲାପ ନୁହେଁ ରକ୍ତର ହୋଲି ଖେଳିଥିଲେ ଆତଙ୍କୀ। ବିସ୍ଫୋରଣ ଓ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ ୪୦ ବୀର ଯବାନ। ଦୋହଲି ଯାଇଥିଲା ପୂରା ଦେଶ...ପୁଲୱାମା ଆର୍ଟାକ୍କୁ ପୂରିଲା ୩ ବର୍ଷ...ହେଲେ ଆଜି ବି ଭୁଲିହେଉନାହିଁ ସେହି କଳାଦିନକୁ