ରାସ୍ତା ପାଇଁ ଆସିଛି ୫ ହଜାର କୋଟି, କିନ୍ତୁ ରାସ୍ତାରେ ମୁଠାଏ ପଡ଼ିନି ମାଟ। ଏ ଦୃଶ୍ୟକୁ ଦେଖିଲେ ଆପଣ ବି ଲଜ୍ଜିତ ହେବେ ଆଉ କହିବେ ସରକାରଙ୍କ ଯୋଜନା ଏଇଛି କାହିଁକି ପହଞ୍ଚିନାହିଁ? କିଏ ବାଟ ଓଗାଳିଛି? ଗାଁ ଭିତରକୁ ସାଇକେଲରେ ଯିବା ବି କଷ୍ଟ...ଅଧା ରାସ୍ତାରେ ହିଁ ଯାଉ ଛି ରୋଗୀଙ୍କ ଜୀବନ...
ବାପାଙ୍କ ରୋଜଗାର ଥିଲା ୪୦ ଟଙ୍କା , ଖାଇବାକୁ ତ ଅଂଟୁ ନଥିଲା ଖେଳ କଥା କହିଥାଆନ୍ତି କେମିତି? କିନ୍ତୁ ଝିଅ ବୁଝିଥିଲା ବାପାର କଷ୍ଟ...ବିଲରେ ଚାଷରେ ସାହାଯ୍ୟ କରୁଥିଲେ ସନ୍ଧ୍ୟା ବେଳେ ପଡ଼ିଆରେ ଖେଳ ଅଭ୍ୟାସ କରୁଥିଲେ...ଆଜି ସମସ୍ତଙ୍କ ପାଇଁ ସାଜିଛନ୍ତି ପ୍ରେରଣା
ବିଚ୍ ରାସ୍ତାରେ ରୋବାବ ଦେଖାଇଲେ ମହିଳା। ନିଜେ ସ୍କୁଟି ନେଇ ବସ୍ ଦେହରେ ପିଟିଲେ...ଗାଡ଼ି ଭିତରକୁ ଉଠି ଡ୍ରାଇଭରଙ୍କୁ ବହେ ପିଟିଲେ, ଭାଇରାଲ ହେଉଛି ଭିଡ଼ିଓ...
ମୁଁ ନିଜେ ପରା ଗୋଟେ ସରକାର। ମୋ ପାଖକୁ ସରକାରୀ ଫାଇଲ ଆସିବନି କେମିତି? ମୁଁ ଚୌକି ଉଠେଇ ମାରିବାର କିଏ ଦେଖିଛି?
‘ପୁଷ୍ପା’ ପୋଷ୍ଟର ଶାଢୀର ବହୁତ ଡିମାଣ୍ଡ। ତିଆରି ହେଉଛି ଅଧିକରୁ ଅଧିକ ‘ପୁଷ୍ପା’ ଶାଢୀ। ଯେଉଁଥି ପାଇଁ ‘ତିଆରି କରିବା ଲୋକ ପାଖକୁ ଅନେକ ଅର୍ଡର। ଏବେ ଜାଣନ୍ତୁ ପୂରା କଥା...
ଭାରତ ଉପରେ ଆକ୍ରମଣ କରିବ କି ଚାଇନା? ସୀମାରେ ଜୋରସୋରରେ ପ୍ରସ୍ତୁତି ଚଲାଇଥିବା ନେଇ ହ୍ୱାଇଟ୍ ହାଉସ ଦେଲା ସୂଚନା। କହିଲା, ସତର୍କ ଥାଅ, କେଉଁ ମୁହୂର୍ତ୍ତରେ ବି ହୋଇପାରେ ଆକ୍ରମଣ…
୧୫ ସେକେଣ୍ଡରେ ତିନି ମହଲା କୋଠାକୁ ଚଢ଼ି ଗଲେ ଏହି ବ୍ୟକ୍ତି। ସ୍ପାଇଡର୍ ମ୍ୟାନଠାରୁ କୌଣସି ଗୁଣରେ କମ ନୁହଁନ୍ତି ଏହି ବ୍ୟକ୍ତି। ଏବେ ଦେଖନ୍ତୁ ତାଙ୍କ କୋଠା ଚଢିବା ଶୈଳୀ...
ସେ ନାହାନ୍ତି ସତ କିନ୍ତୁ ତାଙ୍କ ଅଭିନୟକୁ ଝୁରୁଛି ପୂରା ରାଜ୍ୟ। ହିରୋ ହେଉ କି ଗୁଣ୍ଡା....କମେଡ଼ି ହେଉ କି ନେତା...ସବୁ ଆକ୍ଟିଂ ପାଇଁ ସେ ଥିଲେ ପୂରା ଫିଟ୍, ଦେଖନ୍ତୁ ତାଙ୍କ ଦମଦାର ଆକ୍ଟିଂର କିଛି ସତେଜ୍ ଦୃଶ୍ୟ...
ନାଁ ଯେମିତି କାମ ବି ସେମିତି । ଅସମ୍ଭବ ଲାଗୁଥିବା କାମକୁ ସମ୍ଭବ କରି ଦେଖାଉଛନ୍ତି ଛାତ୍ର ସମ୍ଭବ ମିଶ୍ର । କୋଭିଡ କଟକଣା ବେଳେ ଘରେ ବସି ଲେଖିଦେଲେ ଏକ ବହି । ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଛୁଟି ଆସିଲା ପ୍ରଶଂସା ଉପରେ ପ୍ରଶଂସା । ଅନ୍ୟ କ୍ଷେତ୍ରରେ ମଧ୍ୟ ଦେଖାଉଛନ୍ତି ନିଜର କମାଲ । ଭେଟନ୍ତୁ ଏଇ ପ୍ରତିଭାବାନ ଛାତ୍ରଙ୍କୁ ।
ଗେଟ୍ରେ ତାଲା ଦେଇ ଭିତରେ ଘୁଙ୍ଗୁଡ଼ି ମାରୁଛନ୍ତି ଦିଦି। କ୍ୟାମେରା ଲାଇଟ୍ ପଡ଼ିଲାରୁ ଉଠିଲେ...ରାଗ ତମ ତମ ହୋଇ ମୁଁ ୧୩ ଟା ନାଇଟ୍ କଲିଣି...ଏବେ ରେଷ୍ଟ ନେଉଛି ବୋଲି କହି ଚିଡ଼ି ଗଲେରେ ନାରଣ...ମିଡ଼ିଆ ଲାଇଟ୍ ଦେଖେଇକି କହୁଛ ନିଅ ଛୁଟି...
ଆଜିକାଲି ନେତାଙ୍କ ପାଖରେ ନୀତି ନୈତିକତା କିଛି ନାହିଁ। କଳେବଳେ କେମିତି ନିର୍ବାଚନ ଜିତିବେ ତାହା ସେମାନଙ୍କର ଲକ୍ଷ୍ୟ। କିନ୍ତୁ ଏହି ଭିଡିଓରେ ଭେଟନ୍ତୁ ଜଣେ ବ୍ୟକ୍ତିଙ୍କୁ, ଯିଏ ଗତ ୩୫ ବର୍ଷ ହେଲା ୱାର୍ଡମେମ୍ବର ନିର୍ବାଚନ ଲଢୁଛନ୍ତି, କିନ୍ତୁ କେବେ ଜିତି ନାହାଁନ୍ତି। ଏହାପରେ ବି ସେ ମନୋବଳ ହାରି ନାହାଁନ୍ତି। ସବୁଠୁ ବଡ଼ କଥା ହେଲା, ସେ କୌଣସି ଦଳର ସମର୍ଥନ ନିଅନ୍ତି ନାହିଁ। ସବୁବେଳେ ସ୍ୱାଧୀନ ପ୍ରାର୍ଥୀ। ତା ପୁଣି ସେଇ ଗୋଟିଏ ନିର୍ଦ୍ଦିଷ୍ଟ ଚିହ୍ନରେ। ଆସନ୍ତୁ ଭେଟିବା ଏହି ନିଆରା ବ୍ୟକ୍ତିଙ୍କୁ।
ରାଜ୍ୟରେ ଏହି ୫ ସ୍ୱାମୀ-ସ୍ତ୍ରୀ କଳି ବେଶ୍ ଚର୍ଚ୍ଚିତ ହୋଇଥିଲା। ଟିଭିଠୁ ସୋସିଆଲ ମିଡ଼ିଆଲ ସବୁଠି ଦେଖିବାକୁ ମିଳିଥିଲା ଏହିମାନଙ୍କ ଆରୋପ-ପ୍ରତ୍ୟାରୋପର କଥା..ଦେଖନ୍ତୁ ଏହି ଭିଡ଼ିଓ…
କଟକରୁ ଗିରଫ ଧୂର୍ତ୍ତ ନିଶା ବେପାରୀ I ଘରୁ ମିଳିଲା ନଗଦ ୭୫ଲକ୍ଷ ଟଙ୍କା ଓ ସୁନା I ଗଜପତିରୁ ଗିରଫ ନିଶା ବେପାରୀ I କୋଟିଏ ୨୬ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ I ଆନ୍ଧ୍ର ପୋଲିସ ଜାଳିଦେଲା ସାଢ଼େ ୮ଶହ କୋଟିର ଗଂଜେଇ
ର୍ବାଚନୀ କ୍ୟାମ୍ପେନ୍ରେ କାମ କରୁଛନ୍ତି ସରକାରୀ କର୍ମଚାରୀ। ଶିକ୍ଷକମାନଙ୍କ ସମ୍ପୃକ୍ତି ସବୁଠାରୁ ଅଧିକ। ଏମିତି କିଛି ତଥ୍ୟ ସାମନାକୁ ଆସିବା ପରେ ନିର୍ବାଚନୀ ସ୍ବଚ୍ଛତାକୁ ନେଇ ବି ପ୍ରଶ୍ନ ଉଠିଲାଣି।
ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ ଏମିତି ତିର୍ଯ୍ୟକ ଆଉ ସିଧାସଳଖ ପ୍ରଶ୍ନ ମୁହଁରେ ନୁହେଁ, ପରୀକ୍ଷା ଖାତାରେ ପଚାରିଛନ୍ତି ଭୋଟର ।
ଭିଜିଲାନ୍ସ ଜାଲରେ ରାଜ୍ୟ ସରକାରଙ୍କ ଆଉ ଜଣେ କୁବେର ବାବୁ। ଭିଜିଲାନ୍ସ ସୁନ୍ଦରଗଡ଼ ADM ବିଶ୍ୱଜିତ୍ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି।
ଆଇପିଏଲ୍ ମେଗା ଅକ୍ସନରେ ମେଗା ପ୍ରାଇସ୍ ବାଜି ମାରିନେଲେ ଓ୍ୱିକେଟ୍ କିପର୍ - ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍ । ଈଶାନ୍ ଓ ଚହରଙ୍କ ବ୍ୟତୀତ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି ଆଉ କିଛି ପ୍ରମୁଖ ଖେଳାଳି ।
ବୈଜ୍ଞାନିକଙ୍କ ବଡ଼ ଖୁଲାସା। ଆଗାମୀ ଦିନରେ ଆକାଶରେ ଆଉ ଦେଖାଯିବନି ତାରା...କେବଳ ଏହି କାରଣକୁ କରାଯାଇଛି ଦାୟୀ। ଜାଣନ୍ତୁ କେବେଠୁ ଓ କାହିଁକି ଏମିତି ଘଟଣା ଘଟିବା ନେଇ ଆଶଙ୍କା କଲେ ଗବେଷକ
ହିନ୍ଦିରେ ଫିଲ୍ମଟିଏ ଅଛି। ଯାହାର ନାଁ- ପତି ପତ୍ନୀ ଔର୍ ୱ। ଏବେ ଓଡ଼ିଶାର ଦୁଇଜଣ ଚର୍ଚ୍ଚିତ ଅଭିନେତା ଅଭିନେତ୍ରୀଙ୍କ ବାସ୍ତବ ଜୀବନରେ ମଧ୍ୟ ଏହା ଦେଖିବାକୁ ମିଳିଛି। ବିଜେଡିର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ କଳିରେ ଜଣେ ତୃତୀୟ ବ୍ଯକ୍ତି ସାମ୍ନାକୁ ଆସିଛନ୍ତି। ସେ ହେଲେ ଦିଲ୍ଲୀର ଜଣେ ଯୁବତୀ। ଯାହାଙ୍କ ନାଁରେ ବର୍ଷା ଗତକାଲି ମାମହାନି ଅଭିଯୋଗ ଆଣି ଥାନାରେ ପହଞ୍ଚିଛନ୍ତି।
ଜୋତା ପଲିସ୍ କଲେ କାର୍ତ୍ତିକ ରାଓଙ୍କର ପରିବାର ଚଳେ। ସେ ଭୂମିହୀନ, ବାସ ହୀନ, ଅର୍ଥହୀନ। ସରକାରଙ୍କ ପାଖକୁ ଦୌଡ଼ି ଦୌଡ଼ି ସେ ନୟାନ୍ତ ହୋଇଛନ୍ତି। ବହୁବାର ପ୍ରତାରଣାର ଶିକାର ହୋଇଛନ୍ତି। ଖାସ୍ ସେଇ ରାଗରେ ନିର୍ବାଚନ ଲଢ଼ୁଛନ୍ତି କାର୍ତ୍ତିକ ରାଓ।
ନିର୍ବାଚନ ପାଇଁ ବାଡ଼ି ପଟ କାଦୁଅ ନାଳ ପାର ହୋଇ ଉଭା ହେଲେ ନେତା। ହେଲେ ଭୋଟର କହୁଛନ୍ତି ମୋ ହାତରେ କାଦୁଅ ଲାଗିଛି, ତୁମ ପୁସିଂ କାର୍ଡ଼ ନେବିନି...ମାରିଦେଲୁରେ ନାରଣ, ଏ ତ କାର୍ଡ ନେଉନାହାନ୍ତି ଭୋଟ ଦେବେ ତ?
କାମ କରିବାର ଧାରା ଭୁଲ ଥିଲେ ରାଗ ଲାଗିବ। ରାଗିକି କଣ କେତେବେଳେ କହିଦେଇଥିବି କିନ୍ତୁ ମାଡ଼ କଥା ପୂରା ମିଛ। ୩୨ ବର୍ଷ ଚାକିରି ସମୟରେ ଲିମିଟ୍ କ୍ରସ କରିନି ବୋଲି ଖୋଲାକଥା କହିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ
ଏମାନେ ସବୁ ଖାଇଦେବେ....ମାତ୍ର ୧୩ କିମି ରାସ୍ତା ପାଇଁ ଖର୍ଚ୍ଚ ହୋଇଛି ୭ କୋଟି ଟଙ୍କା। ହେଲେ ସାତ ଦିନ ହୋଇନି ରାସ୍ତାରୁ ଉଠିଗଲାଣି ଗୋଡ଼ି, ଦେଖନ୍ତୁ କେତେ ଭଲ ତିଆରି ହୋଇଛି ପିଚୁ ରାସ୍ତା
ମୋବାଇଲ ସଜାଡ଼ିବାକୁ ଦୋକାନୀକୁ ଦେଇଥିଲେ ମୋବାଇଲ କିନ୍ତୁ ବ୍ୟାଙ୍କ ଆକାଉଣ୍ଟରୁ ଉଡ଼ିଗଲା ଅପରେସନ୍ ପାଇଁ ରଖିଥିବା ଟଙ୍କା, ଦେଖନ୍ତୁ କେମିତି ଏହା ସମ୍ଭବ ହେଲା?
ଯିଏ ଦିନେ ପରିବାର ଚଳାଉଥିଲେ, ସେ ନିଜେ ଚଳିବା କଷ୍ଟକର ହୋଇପଡ଼ିଛି। ଦୁର୍ଘଟଣାରେ ଗୋଡ ହରାଇ ଖଟିଆ ଉପରେ ପଡ଼ି ଚିକିତ୍ସା ପାଇଁ ସାହାଯ୍ୟ ମାଗୁଛନ୍ତି ଚାଣ୍ଡାଳ...ସହାୟତା ମିଳିଲେ ଲାଗିପାରନ୍ତି କୁତ୍ରିମ ଗୋଡ଼