ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ମଣିଷ ତିଆରି କାରଖାନା । ଆଶା ଓ ଆଶ୍ୱାସନା । ଅ.. ଆରୁ ABCD । ଏଠାରେ ଶିକ୍ଷାର ଭିତ୍ତିପ୍ରସ୍ତର ଗଢିଥିଲେ ଦରଦୀ ପ୍ରକାଶ ରାଓ । ହେଲେ ତାଙ୍କ ସହ ଯେମିତି ଚାଲିଯାଇଥିଲା ଅନୁଷ୍ଠାନର ଜୀବନ । ଏବେ ପ୍ରକାଶଙ୍କ ଏହି ଅନୁଷ୍ଠାନକୁ ପୁଣି ମିଳିଛି ନୂଆ ଜୀବନ । ହୋଟେଲ ମ୍ୟାନେଜମେଣ୍ଟ ପାଠ ପଢି ଅଷ୍ଟ୍ରେଲିଆରେ ତାଲିମ ନେଉଥିବା ଝିଅ ଭାନୁପ୍ରିୟାଙ୍କୁ ଟାଣି ଆଣିଛି ବାପାଙ୍କ ଅଧୁରା ସ୍ୱପ୍ନ ।
ଆନ୍ଧ୍ର ମାନଚିତ୍ରରେ ଓଡ଼ିଶା ଗାଁ । ଗୋଟିଏ କି ଦୁଇଟି ନୁହଁ, ପୁରା ଅଠେଇଶଟି ଗାଁ ଆନ୍ଧ୍ର ନକ୍ସାରେ । ଏସବୁ ହେଉଛି ସେହି ଗାଁ, ଯେଉଁ ଇଲାକାକୁ ନେଇ ଦୁଇ ପଡୋଶୀ ମଧ୍ୟରେ ଲାଗିରହିଛି ଟଣାଓଟରା । ଆଉ ମାମଲା ବିଚାରାଧିନ ଅଛି ସୁପ୍ରିମକୋର୍ଟରେ । ହେଲେ ସବୁ ବିଧିବ୍ୟବସ୍ଥାକୁ ଚାଲେଞ୍ଜ କରି କୋଟିଆର ୨୮ଟି ଗାଁକୁ ନୂଆ ମାନଚିତ୍ରରେ ସାମିଲ କରିଛି ଆନ୍ଧ୍ର ।
ତେଲଦରରେ ଲାଗୁନି ବ୍ରେକ୍, ଲଗାତର ବଢ଼ିଚାଲିଛି । ଖାଲି ଭୁବନେଶ୍ୱର ନୁହେଁ, ପୁରୀରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୨୫ ପଇସାରେ କିଣିବାକୁ ପଡ଼ୁଥିବା ବେଳେ ମାଲକାନଗିରିରେ ୧୧୬ ଟଙ୍କା ପାର୍ କଲାଣି ଦର ।
ଜମିଲାଣି ପୌର ଉପାଧ୍ୟକ୍ଷ ନିର୍ବାଚନ ଛକାପଞ୍ଝା । ସଂଖ୍ୟା ଗରିଷ୍ଠତା ନଥିବା ୧୫ ପୌର ପରିଷଦରେ ବିଜେଡି ପାଇଁ ଅଡୁଆ ହୋଇଛି ଅଙ୍କ । ଏଇ ଯେମିତି ଜଗତସିଂହପୁର ଓ ଅନୁଗୁଳ । ଜଗତସିଂହପୁରରେ ପୌରାଧ୍ୟକ୍ଷ ଭୋଟ୍ରେ କଂଗ୍ରେସଠାରୁ ଝଟ୍କା ଖାଇଥିବା ବିଜେଡି, ଏବେ ଉପାଧ୍ୟକ୍ଷ ପଦ ହାତେଇବାକୁ ଆରମ୍ଭ କରିଛି ରଣନୀତି ।
ବଡ଼ ଦେଉଳର ରୋଷଘରେ ପଶି କାଳିଆ ଠାକୁରର ଚୁଲି ଭଙ୍ଗା ଯିବା ପରେ ଏ ପ୍ରଶ୍ନ ସବୁ ଜଗନ୍ନାଥପ୍ରେମୀଙ୍କର, ପ୍ରତି ଓଡ଼ିଆଙ୍କର। ଆଜି ଜଗାର ଚୁଲି ତାଡ଼ି ଦେବା ଭଳି ଦୁଃସାହସ ହେଲା, ଆଉ କାଲି।
ଉତ୍କଳ ଦିବସରେ ଆମେ ପହଂଚିଲୁ ନେତାଙ୍କ ପାଖରେ। ସେମାନେ ଓଡ଼ିଶା ବା ଉତ୍କଳ ବିଷୟରେ କଣ ଜାଣିଛନ୍ତି କହିଲେ। ଶୁଣନ୍ତୁ ଆମ ନେତାଙ୍କ ଜ୍ଞାନ ଭଣ୍ଡାର...
ଏହି ବିରାଟ ସାପକୁ ଦେଖିଲେ ଦେହ ମନ ଥରେ। ଏହାର ଉଚ୍ଚତା ମଣିଷର ଉଚ୍ଚତା ସହ ପ୍ରାୟ ସମାନ। ଯଦି ଏହି ଅହିରାଜ ଆପଣଙ୍କ ଗାଧୁଆ ଘରେ ପଶିଯାଏ, ତେବେ କଣ ହେବ? ଦେଖନ୍ତୁ ଏହି ଭିଡିଓ...
ମନରେ ଗୋଟିଏ ସ୍ୱପ୍ନ, ସେ କେମିତି ସୁନୟନାଙ୍କୁ ସାହାର୍ଯ୍ୟ କରିବେ। ସେଇଥି ପାଇଁ ତ ସେ ନିଜେ ବାହାରି ପଡିଲେ ଏମିତି କାମ କରିବାକୁ। ଆପଣ ଏବେ ସେ କାମକୁ ଦେଖନ୍ତୁ...
କିଏ ଜାଣିଥିଲା ଏମିତି ହେବ ବୋଲି। ହଠାତ୍ କୋଉଠି ଥିଲା ଏହି ମାରଣା ଷଣ୍ଢ। ରାସ୍ତା ମଝିରେ ଡ୍ୟୁଟି କରୁଥିବା ପୋଲିସ ବାବୁଙ୍କ ପାଖକୁ ଆସିଲା। ଶିଙ୍ଗରେ ଟେକି କଚାଡ଼ି ଦେଲା। ଆଉ ତା’ପରେ କ’ଣ ହେଲା ଦେଖନ୍ତୁ...
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚା ଦୋକାନ ଖୋଲିଲେ କିନ୍ନର। ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୋଟିଏ ନିଆରା ଚା ଦୋକାନ ଖୋଲିଛି। ଚାଲନ୍ତୁ ଥରେ ବୁଲି ଆସିବା ଆଉ ଦେଖିବା ସେଠି କିଏ କିଏ ସବୁ ଚା ପିଉଛନ୍ତି
୫ ବର୍ଷ ହେଲାଣି ଆବାସ ଯୋଜନା ଘର ମିଳିଥିଲା ଏମାନଙ୍କୁ। ହେଲେ ଆଜି ପର୍ଯ୍ୟନ୍ତ ଘର ପାଇଲେନି...ସମସ୍ତଙ୍କୁ ଠକି ଦେଲା ଠକ ଠିକାଦାର...ନିଜ ପକେଟ୍ ଗରମ କଲା, ଶୀତକାକରରେ ଛଟପଟ ବସ୍ତିବାସିନ୍ଦା...
ଭବିଷ୍ୟତ କିଏ ଦେଖିଛି? ମତେ ବିଜେଡ଼ି-ବିଜେପି ଉଭୟ ଡାକିପାରନ୍ତି...ଲୋକଙ୍କ ଭରସା ଅଛି, ଯାହା ଦରକାର ପଡ଼ିବ ମୁଁ କିରିବି...ଶୁଣନ୍ତୁ କଣ କହୁଛନ୍ତି ବାପି ବାବୁ?
କିମିଆ କରୁଛି ସାର୍ଙ୍କ ବଂଶୀ ସ୍ୱର। ସକାଳ ୧୦ ଟା ବାଜିଲା କ୍ଷଣି ସ୍କୁଲ ଆସିବାକୁ ଛାଟିପିଟି ହେଉଛନ୍ତି ପିଲା...ପ୍ରାର୍ଥନା ହେଉ କି ଜନ୍ମଦିନ ସବୁଠି ଶୁଭୁଛୁ ସାର୍ଙ୍କ ବଂଶୀ ସ୍ୱର
ଅଧ୍ୟାପକରୁ ଅଟୋ ଡ୍ରାଇଭର। ଦିନେ ଇଂରାଜୀରେ ଅଧ୍ୟାପକ ଥିଲେ, ଏବେ ଅଟୋ ଡ୍ରାଇଭର ହେଲେ। ଚାକିରି ପରେ ପେନସନ୍ ନମିଳିବାରୁ ପରିବାର ଚଳାଇବା ପାଇଁ ବାଛି ନେଇଛନ୍ତି ଏମିତି ରାସ୍ତା...କହୁଛନ୍ତି ମୁଁ ରୋଡ୍ ରାଜା। ଯେତେବେଳେ ଇଚ୍ଛା ହେବ ଖଟିବି ଯେତେବେଳେ ଇଚ୍ଛା ହେବ ଶୋଇବି...
ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ହେଲେଣି ବୁଢା ବାପା-ମାଆ। ଶାଶୂଙ୍କୁ ଚାକରାଣୀ ବୋଲି ଖଟାଉଥିଲା ବୋହୂ। କଥା ମାନିଲାନି ବୋଲି ବୁଢୀ କାଳରେ ଦାଆ ଧରି ହାତ କାଟିଲା, ଘୋଷାରି ଘୋଷାରି ଘରୁ ବାହାର କରିଦେଲା...ସେପଟେ ବାପାର ଡ୍ରେସ୍ ଚିରି ଘରୁ ବାହାର କରିଦେଲା କଳିଯୁଗର କୁଳାଙ୍ଗାର ପୁଅ
ପ୍ଲିଜ୍ ପ୍ଲିଜ୍ ମତେ ଜମା ପଚାରନା। ମୋ ପାଟି ଥରିବ...ଏମିତିରେ ବି ଏ ୱାର୍ଡରେ ମୋ ଘର ନୁହେଁ । ମାରିଦେଲୁରେ ନାରଣ। ଆମେ କଣ ୱାର୍ଡ ୱାରି ପଚାରୁଛୁ ? ଆମେ ପଚାରୁଛୁ ଉତ୍କଳ ଦିବସ ପାଳନ ହୁଏ କାହିଁକି ? ଆଉ ତୁମେ ଏମିତି ଛାଟିପିଟି କାହିଁକି ହେଉଛ?
ରାସ୍ତାରେ ଆଞ୍ଜୁଳାଏ ମାଟି ପଡିନି, ଏପଟେ ୫ ଲକ୍ଷର ବିଲ୍ ହୋଇଛି। ଫଳକ ଲଗାଇ କରିଦେଲେ ଖୋଳ...ଦେଖନ୍ତୁ ସେହି ଭିଡ଼ିଓ
ଟ୍ରେନ ଲାଇନ୍ରେ ଥିଲା ବଡ଼ ଫାଟ। କ୍ଷେତକୁ ଯାଉଥିବା ବେଳେ ଦେଖିଦେଇଥିଲେ ମହିଳା। ସାଙ୍ଗେ ସାଙ୍ଗେ ନିଜ ପିନ୍ଧା ନାଲି ଶାଢୀ ଟାଙ୍ଗୀ ଅଟକାଇ ଦେଲେ ଟ୍ରେନ୍। ବଞ୍ଚିଗଲା ଶହଶହ ପ୍ରାଣ...ଦେଖନ୍ତୁ ଏହି ଭିଡ଼ିଓ
ବାଉଳା କଲା ମଦ ନିଶା। ଏତେ ପିଇ ଥିଲେ ଯେ କିଛି ଜାଣିପାରୁନଥିଲେ....ଶେଷରେ ନିଜ ସ୍ତ୍ରୀ ବଦଳରେ ଶାଶୂଙ୍କୁ ପିନ୍ଧାଇ ଦେଲେ ଫୁଲମାଳ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ତୁମେ କ’ଣ ମତେ ଛାଡୁଛ ଯେ ମୁଁ ପଳାଇବି? ତୁମେ ତ ମତେ କୁଣ୍ଢେଇ ଧରୁଛ...ପୁଣି ପଳା ବୋଲି କାହିଁକି କହୁଛ? ତୁମେ ଭାରି ଭଲ ଲୋକ ତ...
କ୍ୟାମ୍ପେନିଂରେ ବିଜେପି କି ବିଜେଡ଼ିକୁ ଗାଳି ଦେଇନି କି କିଛି କରିନାହାନ୍ତି ବୋଲି କହିନି। ମୋର ଦାମ ରାଉତଙ୍କ ସହ ବହୁତ ଭଲ ସମ୍ପର୍କ। ନିର୍ବାଚନ ସରିବା ପରେ ପୌରଧ୍ୟକ୍ଷଙ୍କୁ ଭେଟିବାର ଅସୁବିଧା କ’ଣ?
କ୍ରାଇମ ସିନ୍ ରିକ୍ରିଏସନ୍, ଘଣ୍ଟା ଘଣ୍ଟାର ଜେରା,ଏକାଧିକ ପ୍ରଶ୍ନ...ଗତ ୪ ଦିନ ଧରି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କିଛି ଏଭଳି ଭାବେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।
ଯୁଦ୍ଧର ୩୭ ଦିନ ପରେ ଆକ୍ରମଣାତ୍ମକ ମୁଡ୍ରେ ୟୁକ୍ରେନ୍। ଋଷ୍ ଭିତରେ ଜବରଦସ୍ତ ପଶିଲା, ଆକାଶରୁ ବୋମାବର୍ଷଣ କଲା...ଭିଡ଼ିଓ ଜାରି କଲା ମସ୍କୋ। ଦେଖନ୍ତୁ କେତେ ଭୟଙ୍କର ଥିଲା ଆକ୍ରମଣ
ନିଷ୍ଠାର ସହ କାମ କରୁଥିଲେ...କେବଳ ଗୁରୁଙ୍କ ଆଶୀର୍ବାଦ ମିଳିଲେ ଆପଣ ପାଇପାରିବେ ବଡ ସଫଳତା। ଦେଖନ୍ତୁ ସାଧନା ପାଇଁ କେମିତି ନିଋ ପାଇଁ ସୃଷ୍ଟି କରିପାରିଛନ୍ତି ସ୍ୱତନ୍ତ୍ର ପରିଚୟ...
ଏ ହେଉଛନ୍ତି ଏମିତି ଜଣେ ଲୋକ ପ୍ରତିନିଧୀ, ଯିଏ କାଉନସିଲର ହେବା ପରେ ବି କୌଳିକ ବୃତ୍ତିକୁ ଛାଡି ନାହାଁନ୍ତି। ଏବେ ରାଜନୀତିକୁ ନିଶା କରି କୌଳିକ ବୃତ୍ତିକୁ ପେଶା ଭାବେ ଆପଣେଇ ନେଇଛନ୍ତି ନୀଳଗିରିର ପ୍ରତାପ ସେଠୀ...