ଏତେ ବଡ଼ ଭୋଟ୍ ଗଲା। ଆମକୁ ତ ଟଙ୍କା କିଏ ଦେଲେନି...ଭତ୍ତା, ଜୋତା, ଛତା ଗଲା କୁଆଡ଼େ? ଏ ଦଳରୁ ଟଙ୍କା ଖାଇ ସେ ଦଳରେ ଭୋଟ୍ କିଏ ଦେଲା କିରେ ନାରଣ?
ବ୍ଲକ୍ ହେଡକ୍ୱାଟର କାଉଣ୍ଟିଂ ସେଣ୍ଟରରେ ପ୍ରସ୍ତୁତି ଚୂଡ଼ାନ୍ତ I ନିର୍ବାଚନ ଫଳାଫଳକୁ ନେଇ ବଢୁଛି ପ୍ରାର୍ଥୀଙ୍କ ଉତ୍କଣ୍ଠା I କିଛି ସ୍ଥାନରେ ଫର୍ମ ୧୧ ନଥିବା କହିଲା ବିଜେପି I ନିର୍ବାଚନ କମିଶନଙ୍କୁ ଟାର୍ଗେଟ ପରେ ଜବାବ ରଖିଲା ବିଜେଡି
ମାର୍ଚ୍ଚ ୨୪ରେ ୧୦୬ ପୌର ଓ ୩ ମହାନଗର ନିଗମରେ ଭୋଟ୍ I ୨୬ରେ ଗଣତି, ପ୍ରଥମ ଥର ଭୋଟରଙ୍କୁ ନୋଟା ବିକଳ୍ପ I ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ଏଥର ସିଧା ଭୋଟ୍
ଏହା ଏକ ଏମିତି ରିପୋର୍ଟ, ଯାହା ବୟାନ କରୁଛି ଋଷ୍ର ବିଶାଳ ସେନା ଆଗରେ ୟୁକ୍ରେନ୍ କେତେ ସମର୍ଥ। ଦେଖନ୍ତୁ ଏହି ନମ୍ୱର ୨ ବନାମ ନମ୍ୱର ୨୨ । ତଥାପି ପୁଟିନଙ୍କ ନିଷ୍ପତି ଆଗରେ ମୁଣ୍ଡ ନୁଆଁଇନି ଛୋଟିଆ ଦେଶ ୟୁକ୍ରେନ୍।
ଏଠି ପରିବାର ଲୋକେ ଡହଳ ବିକଳ ହେଉଛନ୍ତି। ପିଲା ସେପଟେ ଡାକ୍ତରୀ ପାଠ ପଢିବାକୁ ଯାଇଛନ୍ତି ହେଲେ ଏ ଯାଏ ସେମାନଙ୍କ ଆସିବାପାଇଁ କୌଣସି ଆଶା ଦେଖା ଦେଉନି। ଗୁଳି ବୋମା ମାଡ ପ୍ରତି ମୂହୁର୍ତ୍ତରେ ମୃତ୍ୟୁର ସନ୍ଦେଶ ଦେଉଛି।
ରୁଷିଆ ଉପରେ ୟୁକ୍ରେନର କାଉଣ୍ଟର ଆଟାକ୍ I ଲଙ୍ଗ୍ ରେଂଜ୍ ମିସାଇଲରେ ରୁଷିଆକୁ ଟାର୍ଗେଟ୍ I ରୁଷିଆର ଏୟାର ବେସ୍ ଧ୍ୱଂସ କଲା ୟୁକ୍ରେନ୍ I ଆଲୋଚନା ପାଇଁ ସର୍ତ୍ତମୂଳକ ରାଜି ହେଲା ରୁଷିଆ I ୟୁକ୍ରେନ୍ ସେନା ଅସ୍ତ୍ର ଛାଡିଲେ ହିଁ ଆଲୋଚନା ହେବ କହିଲା ରୁଷିଆ
ଗୋଡ଼ କଟିଯିବା ପରେ ଭୋକ ଉପାସରେ ଥିଲା ଚାଣ୍ଡାଳଙ୍କ ପରିବାର। ଓଟିଭିରେ ଖବର ବାଜିବା ପରେ ଏବେ ଛୁଟିଛି ସାହାଯ୍ୟର ସୁଅ। କିଏ ହ୍ୱିଲ ଚେୟାର ଦେଲାଣି ତ ଆଉ କିଏ ଖାଇବାକୁ...
ଚେକ୍ ଡ୍ୟାମ ନାଁରେ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା। ନାଁ ଚେକ୍ ଡ୍ୟାମ ହେଲେ ରହୁନି ମୁନ୍ଦାଏ ପାଣି। ଚାଷୀ ପାଣି ପାଉନି କି ଗାଈଗୋରୁ ପାଣି ବି ପିଇପାରୁନାହାନ୍ତି। ଉପରେ ଚକ୍ ଚକ୍ ହେଲେ ଭିତରେ ପୂରା ଖୋଳ, ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ ଏହି ରିପୋର୍ଟ
ଲୋନ୍ କରିବାକୁ ଯାଇଥିଲେ ଆଉ ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା ୧୨ ଲକ୍ଷ ଟଙ୍କା। ବେପାର କରିବେ କ’ଣ? ଏବେ ଯୋଗାଡ଼ ଟଙ୍କା କେଉଁଠୁ ଆଣିବେ ସେ ଚିନ୍ତାରେ...
କାହିଁକି ହେଲା ୟୁକ୍ରେନ-ଋଷିଆ ମଧ୍ୟରେ ଯୁଦ୍ଧ? ଉଭୟଙ୍କ ମଧ୍ୟରେ କେଉଁ କାରଣ ପାଇଁ ବଢିଥିଲା ତିକ୍ତତା? କ’ଣ ଥିଲା ପୂରା ଘଟଣା? ଦେଖନ୍ତୁ ଏହି ରିପୋର୍ଟ...
ସାହାର୍ଯ୍ୟ ମାଗିବା ପାଇଁ ଋଷ ଯାଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଏତିକି ବେଳେ ୟୁକ୍ରେନ ଉପରେ ଆକ୍ରମଣ କଲା ଋଷ। ଯୁଦ୍ଧ ବ୍ୟସ୍ତତା ଭିତରେ ଇମ୍ରାନଙ୍କୁ ସାକ୍ଷାତ କରିଥିଲେ ବି ଆଲୋଚନା କରି ପାରି ନଥିଲେ ପୁଟିନ୍। ଶେଷରେ ସବୁ ଇଛା ଫସର ଫାଟିଗଲା। ଭାଣ୍ଡିଆ ହୋଇ ଖାଲି ହାତରେ ଫେରିଲେ ଇମ୍ରାନ୍...
‘ଫାଦର ଅଫ୍ ଅଲ୍ ବମ୍’। ଋଷିଆ ପାଖରେ ରହିଛି ବିଶ୍ୱର ଏହି ଶକ୍ତିଶାଳୀ ବୋମା। ଯଦି ୟୁକ୍ରେନ ଉପରେ ପକାଇବ ତେବେ...
ରାତାରାତି ଷ୍ଟାର୍ ପାଲଟି ଯାଇଛନ୍ତି ପଶ୍ଟିମବଙ୍ଗର ବାଦାମ ବିକାଳି ଭୁବନ ବାଦ୍ୟକରଙ୍କୁ ଘାରିଛି ଅଜଣା ଭୟ। ଯେଉଁଥି ପାଇଁ ଆଉ ରାସ୍ତାରେ ବୁଲି ବୁଲି ବାଦାମ ବିକିବେନି ଭୁବନ। ଜାଣନ୍ତୁ, ଆଉ କଣ ନିଷ୍ପତ୍ତି ନେଇଛନ୍ତି ‘କଚ୍ଚା ବାଦାମ’ ଗୀତର ଗୀତିକାର...
ଭୟଙ୍କର ପ୍ରଦୂଷଣ। ଗଛର ରଙ୍ଗ କଳା, ଆଉ ଆକାଶର ରଙ୍ଗ ଧଳା। ପ୍ରଦୂଷଣର ଆଁରେ ପୂରା ଅନୁଗୁଳ ସହର...ଯେଉଁଠିକୁ ଚାହିଁବେ କେବଳ ଦେଖିବେ ଧୂଳି ଆଉ ଧୂଳି...
ୟୁକ୍ରେନ ସହ ଯୁଦ୍ଧ ଘୋଷଣା ହେବା ପୂର୍ବରୁ ସକାଳୁ ସକାଳୁ ଏହି ନେତାଙ୍କୁ ଫୋନ୍ କରିଥିଲେ ପୁଟିନ୍। ବେଶ୍ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା କଥାବାର୍ତ୍ତା...ପରେ ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୁଟିନ୍। ଜାଣନ୍ତୁ କାହାକୁ ଥିଲା ସେହି ଫୋନ୍ କଲ?
ୟୁକ୍ରେନ୍-ଋଷ୍ ଯୁଦ୍ଧର ଆତଙ୍କ ଭିତରେ କିଛି ଦୃଶ୍ୟ ସତରେ ଖୁବ୍ ହୃଦୟ ବିଦାରକ। ସୋସିଆଲ୍ ମିଡିଆରେ ଆସୁଥିବା ସେଠାକାର କିଛି ଛବି ଆପଣଙ୍କ ଆଖିରୁ ଲୁହ ଖସେଇ ଦେବ। ୟୁକ୍ରେନ୍ ଆକାଶରେ ଶାଗୁଣା ପରି ଉଡୁଛନ୍ତି ଶହଶହ ଋଷୀୟ ଯୁଦ୍ଧ ବିମାନ। ଆତଙ୍କ ଭିତରେ ଚାଲିଛି ଶାନ୍ତି ପାଇଁ ପ୍ରାର୍ଥନା।
ଭୋଟ ପୂର୍ବରୁ ଭୋଟରଙ୍କ ପାଖରେ ଲାଗି ହେଉଛି ଶୁଖିଲା ଭୋଗ। ବରା, ବାଇଗଣୀ, ଗରମ ଗରମ ଆଳୁଚପ୍...କିଏ କ’ଣ ଖାଇବ ଖାଇଯାଅରେ ନାରଣ...ଏ ଭୋଗ ପାଂଚ ବର୍ଷରେ ଥରେ ପା’ ଲାଗେ...
ପୂର୍ବ ୪ ଫେଜ୍ ଭଳି ଶେଷ ତଥା ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍କୁ ବି କବଳିତ କଲା ହିଂସା । କେଉଁଠି ବୁଥ୍ ପରିସର ରଣକ୍ଷେତ୍ର ପାଲଟିଲା ତ କେଉଁଠି ବାଲଟ୍ ବାକ୍ସ ଉଠାଇ ପାଣିକୁ ଫୋପାଡ଼ି ଦେଲେ ଦୁର୍ବୃତ୍ତ, ପୁଣି କେଉଁଠୁ ମନ୍ତ୍ରୀଙ୍କ ନାଁରେ ଆସିଛି ବୁଥ୍ ଜବରଦଖଲ ଅଭିଯୋଗ ।
ଭାରତୀୟଙ୍କ ସହ ଯୋଗାଯୋଗ ଓ ସହାୟତା ଲାଗି ନୂଆଦିଲ୍ଲୀରେ ଥିବା କଣ୍ଟ୍ରୋଲରୁମ୍ର ସଂପ୍ରସାରଣ କରାଯାଇଛି । ଅନ୍ୟପକ୍ଷରେ କାଲି ନୂଆଦିଲ୍ଲୀ ଆସିଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ରେ କିଛି ଓଡିଆ ଛାତ୍ରଛାତ୍ରୀ ଫେରିଥିବାବେଳେ ଅନ୍ୟମାନେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି ।
ଢେଙ୍କାନାଳ ଗୋବିନ୍ଦପୁରର ପୁଅ ସୁପ୍ରିତ ସ୍ୱାଇଁ ୟୁକ୍ରେନରେ ମେଡିକାଲ ପାଠ ପଢ଼ିବାକୁ ଯାଇଛନ୍ତି। ବାରମ୍ବାର ଭିଡିଓ କଲ୍ କଲା ପରେ ବି ଲାଗୁ ନ ଥିଲା। ଏବେ ଦେଖନ୍ତୁ କଣ ରହିଛି ସ୍ଥିତି।
ଆରମ୍ଭ ହୋଇଯାଇଛି ଋଷ୍-ୟୁକ୍ରେନ ମହାଯୁଦ୍ଧ। ଦେଖନ୍ତୁ ଯୁଦ୍ଧ ସମୟର କିଛି ଦୃଶ୍ୟ...
ସମୟ ବଢ଼ିବା ସଙ୍ଗେ ସଙ୍ଗେ ଋଷିଆ-ୟୁକ୍ରେନ ସୀମାରେ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି ଋଷ । ଗୁରୁବାର ସକାଳେ ୟୁକ୍ରେନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଥିଲା । ତେବେ ଆକ୍ରମଣ ପରେ ବର୍ତ୍ତମାନ ପାଇଁ ଆମେରିକା ପକ୍ଷରୁ ଋଷକୁ ଚେତାବନୀ ଦିଆଯାଇଛି । ଏଥି ସହ ଚୀନ୍ ଶାନ୍ତିପୂର୍ଣ୍ଣ ଭାବରେ ଏହାର ସମାଧାନ କରିବାକୁ ଅନୁରୋଧ କରିଛି । ସେପଟେ ୟୁକ୍ରେନ ସରକାର ବର୍ତ୍ତମାନ ସେଠାରେ ମାର୍ସଲ କାର୍ଯ୍ୟକାରୀ କରିଛନ୍ତି।
ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ୍ ଦୂତାବାସ ପକ୍ଷରୁ ସହାୟତା ଲୋଡ଼ାଗଲା । ସାଂପ୍ରତିକ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲା ୟୁକ୍ରେନ୍।
କାମକୁ ଗଲେ ମୋବାଇଲ ସାଙ୍ଗରେ ଥିବା ଦରକାର। ଗୀତ ବାଜୁଥିବା, କାମ ହଉଥିବ। ସେ ଯୋଉ ମଜା, ଆଉ କୋଉଥିରେ ନାହିଁ। ମୋବାଇଲର ଗୀତକୁ ନେଇ ଆସିଲା ମହା ଅଭିଯୋଗ...
ଭାବିଥିଲେ ଇଂଜିନିୟର ହେବି। ଭଲ ରୋଜଗାର କରି ପରିଣତ ବୟସରେ ମାଆକୁ ଭଲରେ ରଖିବେ ବୋଲି। ହେଲେ ଦଇବ ଏମିତି ଦେଲା ଯନ୍ତ୍ରଣା। ଏବେ ମାଆ କାନ୍ଧ ହୋଇଛି ସାହା ଭରସା...