Advertisment

Maha Kumbha Mela Bike Baba: ମହାକୁମ୍ଭ ମେଳାରେ ବଙ୍ଗାଳୀ ‘ବାଇକ ବାବା’ଙ୍କ ଜଲୱା

ଜାଣନ୍ତୁ ମହାକୁମ୍ଭ ମେଳାରେ ବୁଲୁଥିବା ବାଇକ୍ ବାବାଙ୍କ ବିଷୟରେ....

author-image
Kausik Mohapatra
ଅଦ୍ୟତନ ହୋଇଛି
Mahakumbha Mela Bike Baba

Mahakumbha Mela Bike Baba

ପ୍ରୟାଗରାଜରେଚାଲିଛିଆସ୍ଥାବିଶ୍ୱାସରପର୍ବବିଶ୍ୱପ୍ରସିଦ୍ଧମହାକୁମ୍ଭମେଳାସଂସ୍କୃତିରଏହିପବିତ୍ରମିଳନରେସାମିଲହୋଇଛନ୍ତିଅଗଣିତଭକ୍ତତ୍ରିବେଣୀସଙ୍ଗମରେଲକ୍ଷାଧିକସାଧୁସନ୍ଥଙ୍କୁଦେଖିବାକୁମିଳୁଛିମହାକୁମ୍ଭମେଳାଆରମ୍ଭରୁକିଛିବାବାବେଶ୍ଚର୍ଚ୍ଚାରେଅଛନ୍ତି।ସେମାନଙ୍କମଧ୍ୟରେଚାଏୱାଲେବାବା, ଆଇଆଇଟିଆନ୍ବାବା,ଛୋଟେବାବା, ଗେଡ଼ୁବାବା, ଲମ୍ବୁବାବା, ରୁଦ୍ରାକ୍ଷବାବା, ନଖବାବାବିରହିଛନ୍ତିହେଲେଏବେସୋସିଆଲ୍ମିଡିଆରେଆଉଜଣେଭାଇରାଲହେଉଛନ୍ତିତାଙ୍କୁସମସ୍ତେବଙ୍ଗାଳୀବାବାବାଇକ୍ବାବାନାମରେବେଶ୍ପରିଚିତ

Advertisment

ମହାକୁମ୍ଭରେବାଇକବାବା Bike Babaବାଇକରେବୁଲିବୁଲିକରୁଛନ୍ତିଧର୍ମପ୍ରଚାର।ବାଇକରେସାରାଭାରତବର୍ଷବୁଲୁଛନ୍ତି।ବାଇକବାବାପଙ୍କଜଚାଟାର୍ଜୀବଙ୍ଗାଳୀବାବାନାମରେସ୍ୱତନ୍ତ୍ରପରିଚୟପାଇଛନ୍ତିପଙ୍କଜଚାଟାର୍ଜୀଜଣେବିଦ୍ୱାନବ୍ୟକ୍ତିତ୍ୱଶିକ୍ଷାରେପ୍ରବୀଣପରେକରୁଛନ୍ତିଧର୍ମପ୍ରଚାର।ଗତ୧୨ତାରିଖରୁପ୍ରୟାଗରାଜଆସିପୌଷପୂର୍ଣ୍ଣିମା, ମକରସଂକ୍ରାନ୍ତିମୌନୀଅମାବାସ୍ୟାରେଅମୃତସାନ୍ନକରିଥିଲେ।

ବାଇକ୍ବାବାତାଙ୍କପିତାଙ୍କଠାରୁସନ୍ନ୍ୟାସଧର୍ମଗ୍ରହଣକରିଥିବାକୁହନ୍ତିବାବାଙ୍କଜନ୍ମସ୍ଥାନପଶ୍ଚିମବଙ୍ଗ।ସନ୍ନ୍ୟାସଧର୍ମଗ୍ରହଣକରିବାପରେଲକ୍ଷ୍ନୌରେଅବସ୍ଥାନକରିନ୍ତିଏବଂସେହିଠାରେହିଁନିଜରତପୋସାଧନକରନ୍ତିବାଇକରେବାବାସମସ୍ତତୀର୍ଥସ୍ଥାନପରିଭ୍ରମଣକରିଛନ୍ତିବାଇକ୍ବାବାଗାଡ଼ିରେସମସ୍ତସାମଗ୍ରୀରଖିପରିଭ୍ରମଣକରନ୍ତିମହାକୁମ୍ଭମେଳାରେମଧ୍ୟବାଇକ୍ଧରିଏଠାକୁସେଠାବୁଲିବୁଲିକରୁଛନ୍ତିଧର୍ମପ୍ରଚାର।

Advertisment
Kumbh Mela Prayagraj Mahakumbh 2025
Advertisment
Advertisment