କାନ୍ଧରେ ମୃଦଙ୍ଗ, ଏପଟେ ହାତରେ ବନ୍ଧୁକ। ଜଣେ ନାରୀ, କିନ୍ତୁ ତାଙ୍କର ଅଛି ଅନେକ ପରିଚୟ। ପୋଲିସ୍ ବେଶରେ ଦାୟିତ୍ୱ ନିଭାଉଥିବା ଜୟନ୍ତୀ, ଜଣେ ଲୋକପ୍ରିୟ ସଂଚାର କଳା ପରିବେଷକ ମଧ୍ୟ। ମୃଦଙ୍ଗ ବଜେଇ ସେ ଯେତେବେଳେ ଏହା ପରିବେଷଣ କରନ୍ତି, ଦର୍ଶକ ଓ ଶ୍ରୋତା ଧ୍ୟାନସ୍ଥ ହୋଇଯାଆନ୍ତି। ପୁରୁଷଙ୍କ ଏହି କଳାରେ ଜୟନ୍ତୀ ଏବେ ଖୁବ୍ ଲୋକପ୍ରିୟ। କେମିତି ସେ ଏକାସଙ୍ଗେ ପିଲା ପରିବାର ଦେଖନ୍ତି, ପୋଲିସ୍ ଚାକିର କରନ୍ତି ଓ ସଂଚାର କଳା ପରିବେଷଣ କରନ୍ତି ଆସନ୍ତୁ ଦେଖିବା।
ଭଉଣୀର ରୋଗ ଜାଣିବା ପରେ ଭାଙ୍ଗି ପଡ଼ିଲେ ଭାଇ... ଆପଣାଇଲେ ଭିନ୍ନ ରାସ୍ତା, ହେଲେ ସେ ରାସ୍ତାରେ କଂଟା ଅଛି ନା ଫୁଲ... ଜାଣିବା ପାଇଁ ଦେଖନ୍ତୁ ଏହି ଭିଡ଼ିଓ
ବ୍ୟବସାୟରେ ବ୍ୟସ୍ତ ଥିଲେ, ଆକାଉଣ୍ଟରୁ ୬୪ ହଜାର କଟିଥିବା ନେଇ ମେସେଜ୍ ପାଇଲେ...ସୁନ୍ଦର ତରୁଣୀ ଯୁବତୀ ଫୋନ୍ କରି ପାନ୍ ମାଗିଥିଲେ, ଏପଟେ ବ୍ୟାଙ୍କରୁ ଟଙ୍କା ଉଠାଇନେଲେ...
ଏହା ସ୍କୁଲ ନା ପାର୍କ? ସରକାରୀ ସ୍କୁଲର ରୂପକୁ ପ୍ରଧାନଶିକ୍ଷକ ଏମିତି ରୂପ ଦେଇଛନ୍ତି ଯେ, ବାଟରେ ଚାଲିଯାଉଥିବା ଲୋକ ଘଡ଼ିଏ ଛିଡ଼ା ହୋଇ ଏଇଠି ସେଲଫି ନେଉଛନ୍ତି...ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ କଥା ପଚାରେ କିଏ? ଆପଣ ବି ଦେଖନ୍ତୁ କେମିତି ସ୍କୁଲ ହୋଇଛି ପାର୍କ...
ଓଡ଼ିଶାବାସୀଙ୍କୁ ମୁଁ ହାତ ଯୋଡି ନିବେଦନ କରୁଛି...ସମସ୍ତଙ୍କ ପରି ମତେ ସାହାଯ୍ୟ କରନ୍ତୁ, ମୋ ଜୀବନ ବଂଚାଇ ଦିଅନ୍ତୁ...ମୁଁ ବଂଚିବାକୁ ଚାହୁଁଛି...କିଡନୀ ରୋଗରେ ପଡ଼ି ଏମିତି କାକୁତି ମୀନତି ହେଉଛି ଭେଣ୍ଡିଆ ପୁଅ
କିଭଳି ସ୍କୁଲ୍ ଖୋଲାଯିବ ସେ ସଂପର୍କରେ ମତାମତ ଦେବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ସୁଖ୍ ମାଣ୍ଡଭୀୟ ନ୍ୟାସ୍ନାଲ୍ ଏକ୍ସପର୍ଟ ଗ୍ରୁପ୍କୁ କହିଛନ୍ତି ।
ରାଜଧାନୀବାସୀଙ୍କ ନିଦ ହଜାଇଲେଣି ଲୁଟେରା। ସ୍ମାର୍ଟସିଟିରେ ରାତି ଅନ୍ଧାରରେ ନୁହଁ, ଭିନ୍ନ ତରିକା ଆପଣାଇ ଦିନ ଦିପହରେ ଲୋକଙ୍କୁ ଲୁଟୁଛନ୍ତି। ଗଲା କିଛି ଦିନ ଧରି ସହରରେ ଏଭଳି ଲୁଟ୍ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଆଜି ସାମ୍ନାକୁ ଆସିଛି ବିବାହ ମଣ୍ଡପରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍ ଅଭିଯୋଗ ଘଟଣା।
ପଞ୍ଚାୟତ ନିର୍ବାଚନାରେ ପଛୁଆ ବର୍ଗଙ୍କୁ କେଉଁ ଦଳ ଦେଇଛି କେତେ ଟିକଟ ? ଏହାକୁ ନେଇ ପୁଣି ତେଜିଛି ପଛୁଆ ବର୍ଗ ସଂରକ୍ଷଣ ପଲିଟିକ୍ସ । ବିଜେଡି କହୁଛି ୪୦ ପ୍ରତିଶତ ଆସନରେ ପଛୁଆବର୍ଗ ପ୍ରାର୍ଥୀଙ୍କୁ ଟିକଟ ଦେବାକୁ ଚିଠା ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ଦେଇଛୁ ୪୮ପ୍ରତିଶତ ।
ଏଥରର ପଞ୍ଚାୟତ ନିର୍ବାଚନରେ ସଭା, ସମାବେଶ, ରାଲି, ରୋଡ୍ ସୋ ଉପରେ ଲାଗିଛି କଟକଣା । ତା ବଦଳରେ ଦେଖିବାକୁ ମିଳୁଛି ଡିିଜିଟାଲ କ୍ୟାମ୍ପେନିଂ ।
କେଉଁଠି ଟାୱାର ନାହିଁ ତ ଆଉ କେଉଁଠି ନେଟ୍ୱାର୍କ ଥିଲେ ବି ବାଲାନ୍ସ କିମ୍ବା ସ୍ମାର୍ଟଫୋନ୍ କିଣିବାକୁ ଲୋକଙ୍କ ପାଖରେ ଟଙ୍କା ନାହିଁ । ବିଶେଷ କରି ଉପାନ୍ତ ଇଲାକାରେ ଏହି ସମସ୍ୟା ଉତ୍କଟ ହୋଇଛି । କରୋନା ସଂକ୍ରମଣକୁ ଦେଖି ଡିଜିଟାଲ୍ କ୍ୟାମ୍ପେନ୍କୁ ସରକାର ପ୍ରାଧାନ୍ୟ ଦେଇଛନ୍ତି ସତ ।
ଦେଶପ୍ରେମର ଗୀତରେ ଝୁମିଲେ ସମସ୍ତେ...ବନ୍ଦେ ମାତରମ୍ ଗୀତରେ ପ୍ରକମ୍ପିତ ହେଲା ଷ୍ଟେଜ୍, ଦେଖନ୍ତୁ ଏହି ଭିଡ଼ିଓ..
ପୁଣି ଉଠିଛି ରସଗୋଲା ବିବାଦ। ଏଥର ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ତର୍କବିତର୍କ ଦେଖିବାକୁ ମିଳିଛି। ଝିଲିକ୍ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଭିଡିଓଟି ଛାଡ଼ିବା ପରେ ତାଙ୍କ ରସଗୋଲା ପ୍ରେମୀ ଫ୍ୟାନ୍ମାନେ ତାଙ୍କୁ ପ୍ରବଳ ସମାଲୋଚନା କରିଛନ୍ତି।
ଏମିତି ପ୍ରେମିକ କାହାକୁ ନ ମିଳୁ। ପ୍ରେମିକାର କିଡନୀ ନେଇ ସୁସ୍ଥ ହେବା ପରେ ପ୍ରେମିକାକୁ ଦେଲା ଧୋକା। କହିଲା, ରଖିବାକୁ ଚାହୁଁନି କୌଣସି ସମ୍ପର୍କ। ଭଲ ପାଇବା ପାଇଁ ନୁହେଁ ବରଂ ଦେଖାଇବାକୁ ପ୍ରେମିକା କିଡନୀ ଦେଇଥିବା କଲା ଅଭିଯୋଗ। ଶେଷରେ କାନ୍ଦି କାନ୍ଦି ଭିଡ଼ିଓ ସେୟାର କଲେ ପ୍ରେମିକା..
ପ୍ରକୃତରେ ଏବେ କୋକୋ ଅଛି କେଉଁଠି? ସସ୍ମିତାଙ୍କ ଘରୁ ଉଦ୍ଧାର ହୋଇଥିବା ଏ ଶୁଆ ସତରେ କଣ କୋକୋ। ଯିଏ ଦେଖୁଛୁ ସନ୍ଦେହ କରୁଛି। ତେବେ କାହିଁକି ଏ ଶୁଆକୁ ସଜାଇ ଦିଆଗଲା କୋକୋ? ବନ ବିଭାଗ ଦେଖାଉଥିବା ଏ ଶୁଆଟି କାହାର? କେଉଁଠୁ ଆସିଲା ଇଏ? ଏହା ପଛରେ କଣ ରହିଛି କାରଣ?
ପରଦାକେ ପିଛେ, ଛାତ୍ କେ ନିଚେ...ତେରା ଇନ୍ତିଜାର୍ କରୁଗାଁ....ଦେଖୁଛନ୍ତି ତ କେମିତି ପରଦା ପଛରେ ରହି କରିଦେଲେ ଲୁଟ୍...ଧଳା ପରଦା ପଛରେ ଲେଖିଦେଲେ କଳାକାହାଣୀ
ଚୋରି ପୂର୍ବରୁ ଦେବୀଙ୍କୁ କରାଯାଉଛି ଆରଧାନା...ବୋଧହୁଏ କହୁଛନ୍ତି ହେ ମା'ଲୋ ଆମେ ଯେମିତି ଧରାନପଡ଼ୁ, କିନ୍ତୁ ଦୁଃଖ ଶୁଣିଲେନି ଦେବୀ, ଲୁଟ୍ପାତ୍ କରୁଥିବା ବେଳେ ଧରାପଡ଼ିଲେ ଲୁଟେରା
ନିର୍ବାଚନୀ ମାହୋଲରେ ସାମ୍ନାକୁ ଆସିଲା ବିଜେପିର ଇସ୍ତାହାର: ଫୋକସ୍ରେ ଓଡ଼ିଆଙ୍କ ସୁରକ୍ଷା ଓ ବିକାଶ
ମୁଁ ବେପାରୀ ନୁହେଁ ଡିଲ୍ କରିବି, ଟିକେଟ୍ ଦେବାର ଦାୟିତ୍ୱ ପିସିସି ସଭାପତିଙ୍କର...ମୋର ଖଣି ନାହିଁ କି ମିଡ଼ିଆ ନାହିଁ କି ପେପର୍ ବି ନାହିଁ...ମୁଁ ନିରବ ରହିଛି ନହେଲେ ଅନେକଙ୍କ ମୁଖା ଖୋଲିଯିବି । ଏହାସହ ଶୁଣନ୍ତୁ ସେ କଣ କଣ କହୁଛନ୍ତି
କରୋନା କାଳରେ ପାଠ ପଢା ହୋଇନି, ଆମେ ପରୀକ୍ଷା ଦେବୁ କେମିତି? ଆମର ଦାବି ପୂରଣ ହେଉ, ଯୁକ୍ପତ ଦୁଇ ପରୀକ୍ଷା ବାତିଲ ହେଉ ଦାବିରେ କମ୍ପିଲା ରାଜଧାନୀ
କରୋନା କଟକଣାରେ ନିଆରା ବାହାଘର। ଅନଲାଇନ୍ରେ ବାହାଘର ହେଲା, Zamato ରୁ ଭୋଜି ଖାଇଲେ ୪୦୦ ଅତିଥି...ଦେଖନ୍ତୁ ସେହି ବାହାଘରର କିଛି ଝଲକ୍
ଟାଙ୍କେ ପିଇଛନ୍ତିରେ ନାରଣ...ନିଶା ତ କିଲବିଲ୍ କରୁଛି, ସଟରକୁ ଧମାଧମ ଗୋଇଁଠା ମାରିଲେ...ରାଗି ଯାଇ କହିଲେ କାହା ବୋପା ପଇସାରେ କଣ ମୁଁ ପିଇଛି? ଯିଏ ଆସିଲା ସିଏ ଶୁଣିଲା...ହାଉସ ଫୁଲ୍ ପରି ରାସ୍ତା ବି ଲୋକରେ ଫୁଲ୍....ଦେଖନ୍ତୁ ଏହି ଭିଡ଼ିଓ
ବ୍ଲକ୍ ଉପାଧ୍ୟକ୍ଷା ଥିଲେ ଏବେ ଛେଳି ଚରାଉଛନ୍ତି। ଦିନେ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଉଥିଲେ...ସକାଳ ହେଲା କ୍ଷଣି ଶହଶହ ଲୋକ ଘର ସାମ୍ନାରେ ଭିଡ଼ ଜମାଉଥିଲେ...ଏବେ କିନ୍ତୁ ଖାଇବାକୁ ନାହିଁ କି ଘର ବି ନାହିଁ, ସରକାରୀ ଯୋଜନା ସାତ ସପନ...ଦୁଃଖ କହିବା ବେଳକୁ ବୋଲ ମାନୁନି ଆଖିର ଲୁହ, ମନର କୋହ....
ଆପଣଙ୍କ ନାଁ କଣ? ଦନ୍ତା ହାତୀ ନା କ’ଣ ତ...ବିନା ଡକ୍ୟୁମେଂଟ୍ରେ ଲୋନ ଦେଇଦେଉ...ଲୋନ୍ ପରେ ତ ଆଲି କହିବେ ଦିଅ ଦିଅ...ଆଉ ତା’ପରେ ହେଲା କଣ?
ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି କ୍ରୀଡାବିତ୍ ସମସ୍ତେ ମାରନ୍ତି ପୁସ୍ ଅପ୍। ଆପଣ ଏମିତି ଅନେକ ପୁସ୍ ଅପ୍ ଦେଖିଥିବେ। ହେଲେ ଦେଖି ନଥିବେ ଆଙ୍ଗୁଳି ଟିପରେ ନନଷ୍ଟପ ପୁସ୍ ଅପ୍। ଆମ ଦେଶର ଏହି ଯୁବକ ମାତ୍ର ଏକ ମିନିଟରେ ୧୦୯ ଥର ପୁସ୍ ଅପ୍ କରି ସମସ୍ତ ରେକର୍ଡ ଭାଙ୍ଗିଛି। ଏବେ ଦେଖନ୍ତୁ ସେହି ଭିଡିଓ ଓ ଜାଣନ୍ତୁ ସେ ଯୁବକ ଜଣକ କିଏ?
କମାଲ କଲେ ଓଡ଼ିଆ ଶିଳ୍ପୀ। ଦେଶ ପାଳିଲା ୭୩ତମ ସାଧାରଣତନ୍ତ୍ର ଦିବସ। ଏହାକୁ ସ୍ମରଣୀୟ କରି ରଖିବାକୁ ଆମ ଓଡ଼ିଶାର ଏହି ଯୁବ ଶିଳ୍ପୀ, ଚକ୍ ଖଡ଼ି ଅଗରେ ତିଆରି କରିଦେଲେ, ଦେଶର ୭୩ଟି ଐତିହ୍ୟ। କଥାଟି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ସତ। ଚକ୍ ଅଗରେ ତିଆରି ହୋଇଛି ମନ୍ଦିର, କୋଠା ଏବଂ ଆହୁରି କେତେ କଣ। ଦେଖନ୍ତୁ ଏହି ଭିଡିଓ।