ତୁମେ ମତେ ଭୁଲ୍ ବୁଝିବନି। ମୁଁ ଯଦି ଜାଣି ଥାଆନ୍ତି ମତେ ଏତେ ବଡ଼ ରୋଗ ହୋଇଛି, ତାହାଲେ କେବେ ବି ତୁମ ହାତ ଧରି ନ ଥାଆନ୍ତି। ମତେ କ୍ଷମା କରିଦେବ ଏଲି... ମୁଁ ସବୁଦିନ ପାଇଁ ଘର ଛାଡ଼ି ଯାଉଛି... ମତେ ପ୍ଲିଜ୍ ଭୁଲ୍ ବୁଝିବନି...
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୫ ତାରିଖ, ମଙ୍ଗଳବାର, ମକର୧୨ଦିନ, ମାଘମାସ, କୃଷ୍ଣପକ୍ଷ, ସପ୍ତମୀ ଯୁକ୍ତ ଅଷ୍ଟମୀ ତିଥି, ଚିତ୍ରାନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ପଞ୍ଚାୟତ ନିର୍ବାଚନ ପାଇଁ ଆଗ୍ରହ ସହିତ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ହେଲେ ଏବେ ଏବେ ନିଜ ନିଜ ଭିତରେ ଆପୋଷ ବୁଝାବଣା କରି ପ୍ରତ୍ୟାହାର କରୁଛନ୍ତି ପ୍ରାର୍ଥୀପତ୍ର...
ଦଶମ ଓ ଦ୍ୱାଦଶ ପରୀକ୍ଷା ପ୍ରସଙ୍ଗରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ରାଜ୍ୟରେ ବର୍ତ୍ତମାନ କରୋନା ତଳମୁହାଁ ହେଉଛି। ତେଣୁ ଦଶମ, ଦ୍ୱାଦଶ ପରୀକ୍ଷା କରିବାକୁ ଆମର ଆଗ୍ରହ ରହିବ। ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ରୁହନ୍ତୁ’। ଏନେଇ ଏବେ ପିଲା ଚିନ୍ତାରେ
ଦେଶରେ ବହୁ ସ୍ଥାନରେ ଓମିକ୍ରନ୍ ଗୋଷ୍ଠୀ ସଂକ୍ରମଣ ହେଲାଣି। ଓଡ଼ିଶାରେ ବି ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ଖୁବ୍ ଶୀଘ୍ର ଗୋଷ୍ଠୀ ସଂକ୍ରମଣ ହୋଇଯିବ ବୋଲି ଆଶଙ୍କା କରାଯାଉଛି।
ଭୋଟ୍ ପାଇଁ ବାଜିରେ ଲାଗିଛି ସମ୍ପର୍କ, ପଞ୍ଚାୟତ ଦଖଲ ପାଇଁ ଝାଳବୁହା ସଂଘର୍ଷ।
ହାଡଭଙ୍ଗା ଶୀତରେ ଶୂନଶାନ ରାତିରେ ଚାଷୀଙ୍କ ଠାରୁ ସିଧାସଲଖ ମିଲ ଭିତରକୁ ଧାନ ଯାଉଥିବା ଭିଡିଓରେ ରେକର୍ଡ ହୋଇଛି । ଟ୍ରାକ୍ଟର ଯୋଗେ ଗୋଟିଏ ପରେ ଗୋଟିଏ ଗାଡି ଯାଉଛି । ଦିନବେଳା ମଣ୍ଡି ଚାଲିଥିବା ବେଲେ ରାତିରେ ଚୋରି କାରବାର ଚାଲିଛି ।
ସାଧାରଣତନ୍ତ୍ର ଦିବସର ଅବସରରେ ଭୁବନେଶ୍ୱରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ରାଜଧାନୀରେ ଆୟୋଜିତ ହୋଇଛି ଅଭ୍ୟାସ ପରେଡ୍ ।
ବ୍ୟାଟେରୀ ଦୋକାନ କ୍ୟାସ ବକ୍ସରୁ ଲୁଟେରା ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଗତ ୧୮ ତାରିଖରେ ଏହି ଲୁଟ୍ ହୋଇଥିବା ବେଳେ ଆଦି ଲୁଟ ବେଳର ସିସିଟିଭି ଫୁଟେଜ ଆସିଛି ।
। ଦଶମ ଓ ଦ୍ୱାଦଶ ପରୀକ୍ଷା ପ୍ରସଙ୍ଗରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ରାଜ୍ୟରେ ବର୍ତ୍ତମାନ କରୋନା ତଳମୁହାଁ ହେଉଛି। ତେଣୁ ଦଶମ, ଦ୍ୱାଦଶ ପରୀକ୍ଷା କରିବାକୁ ଆମର ଆଗ୍ରହ ରହିବ। ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ରୁହନ୍ତୁ’।
ଚାଷୀଙ୍କ ମୁହଁରେ ଫୁଟିଲା ହସ। ପନିପରିବା, ଫୁଲ ଓ ଫଳର ସୁରକ୍ଷାକୁ ନେଇ ଚାଷୀ ପୂରା ବିନଦାସ୍। ଚାଷୀଟିଏ ତା ଜିନିଷକୁ ଶୀତଳ ଭଣ୍ଡାରରେ ମାସେ ରଖୁ କି ୧୫ ଦିନ। ତାକୁ କିଲୋ ପିଛା ଏକ ଟଙ୍କା ହିଁ ଦେବାକୁ ପଡ଼ିଛି। ଜାଣନ୍ତୁ କେଉଁଠି କେମିତି ମିଳୁଛି ଏ ସୁବିଧା...
ସବୁଦିନେ ମସଲା ଖାଉଛନ୍ତି। ପାଟିକୁ ସ୍ପାଇସରୁ ମୁକ୍ତି ଦେବା ପାଇଁ କିଛି ମିଠା ହୋଇଯାଉ। ଏଥି ପାଇଁ ଆଜି ଘରେ ହିଁ ତିଆରି କରନ୍ତୁ କଦଳୀରେ ତିଆରି ଗୋଲାପ୍ ଜାମୁନ୍। ପରିବାର ସହ ମିଶି ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆଇବାକୁ ଦିଅନ୍ତୁ..
ବିଧାୟକ ହେବାର ୨ ବର୍ଷ ପରେ ଦେଖା ମିଳିଲା। ତାତିଲେ ଲୋକେ। ଦଶପଲ୍ଲା ବିଧାୟକଙ୍କୁ ଉପରେ ଖୁବ ବର୍ଷିଲେ। ସାରି ଦେଲେ ସବୁ ଦିନର ରାଗ। ଆଉ କହିଲେ ଏମିତି କଥା ଯାହାକୁ ଆପଣ ଶୁଣିବା ଜରୁରୀ...
ଗାଁଠୁ ପଡା ସବୁଠି ପଞ୍ଚାୟତ ନିର୍ବାଚନ। କାହାକୁ ଦେବା ଭୋଟ। କେଉଁଠି ଉଡୁଛି ନୋଟ୍। କେଉଁଠି ହେଉଛି ଭୋଜି। କେଉଁଠି ବଣ୍ଟା ଯାଉଛି ମାଲ୍। ଏସବୁ ଦେଖି ପାଇଁ ଗାଁ ଗାଁ ବୁଲୁଛନ୍ତି ସର୍କସର ନନା...
ଆଜିଠୁ ୩ ଦିନ ପାଇଁ ଜିଲ୍ଲାର ସରକାରୀ କର୍ମଚାରୀ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ I ୨ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ଼ ଅଭିଯୋଗ ଘଟଣାର କରିବେ ପ୍ରତିବାଦ। ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏଡିଏମ୍ ରୁଦ୍ର ନାରାୟଣ ମହାନ୍ତି ।
ଶ୍ରୀକ୍ଷେତ୍ର ପୁରୀରେ ଲଜ୍ଜା: ଟାଉନଥାନା ଅଂଚଳରେ ୫ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ Iଗୁରୁତର ଅବସ୍ଥାରେ ନାବାଳିକା ଜଣକ କଟକ ବଡ଼ ମେଡିକାଲ ସ୍ଥାନାନ୍ତର I ଫେରାର ଅଭିଯୁକ୍ତକୁ ଖୋଜିବା ପାଇଁ , ୪ ଟିମ ଗଠନ କରି ପୋଲିସର ଚାଲିଛି ସର୍ଚ୍ଚ ଅପରେସନ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୨୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୪୨୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୩୦୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ଏହାରି ମଧ୍ୟରେ ୦ରୁ ୧୮ ବୟସ୍କଙ୍କ ମଧ୍ୟରେ ୯୫୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା
ହଠାତ ପହଂଚିଗଲେ ତହସିଲଦାର ଓ ପୋଲିସ। କହିଲେ ଗୋଦାମ ଖୋଲ। ଆଉ ନିଜ ଆଖିଲେ ଯାହା ଦେଖିଲେ, ତାହାକୁ ଦେଖି ହୋଇଗଲେ ତାଜୁବ୍। ବସ୍ତାଏ ନୁହେଁ, ଗୋଦାମରେ ରହିଥିଲା ପିଲାଙ୍କ ଖାଇବା ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ.
କିଛି ଦିନର ପ୍ରବଳ ଶୀତ ପରେ ଏବେ ପୁଣି କୋହଲା ପାଗ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଯାଇଛି। ଉତ୍ତର ଏବଂ ପୂର୍ବ ଓଡ଼ିଶାର କିଛି ଜିଲ୍ଲା ଭିଜିବାର ସମ୍ଭାବନା ରହିଛି। ଘଡ଼ଘଡ଼ି ସହ ବଜ୍ରପାତର ବି ଆଶଙ୍କା ରହିଛି। ସମ୍ଭାବ୍ୟ ବର୍ଷା ଓ ଘଡ଼ଘଡ଼ିକୁ ଦୃଷ୍ଟିରେ ରଖି ୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପଞ୍ଚାୟତ ନିର୍ବାଚନ ପାଇଁ ଦାଖଲ ହୋଇଥିବା ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଲା । ଯାଞ୍ଚବେଳେ କଟିଲା ମାତ୍ର ମାତ୍ର ୮ହଜାର ୬ଶହ ୪୮ ଜଣଙ୍କ ନାମାଙ୍କନ ପତ୍ର
ଗ୍ରାମାଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା ବେଳେ ପାରମ୍ପାରିକ ବାଦ୍ୟ ବଜାଇ ନାଚଗୀତରେ ସାମିଲ ହୋଇଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ।
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୪ତାରିଖ, ସୋମବାର, ମକର୧୧ ଦିନ, ମାଘମାସ, କୃଷ୍ଣପକ୍ଷ,ଷଷ୍ଠୀତିଥି, ହସ୍ତାନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ....
ବିବାହ ହେଉଛି ଦୁଇଟି ହୃଦୟର ମିଳନ। ହେଲେ ଆମେ ଆଜି ଆପଣଙ୍କୁ ଯେଉଁ ବିବାହ ଦେଖାଇଛୁ ତାହା ଅନ୍ୟ ବିବାହ ଠାରୁ ପୁରା ଅଲଗା। ଏହି ନିଆରା ବିବାହକୁ ନେଇ ସବୁଠି ଚର୍ଚ୍ଚା।
ନିର୍ବାଚନ ଆସିଲେ ଏମିତିକି ତରିକା ଦେଖିବାକୁ ମିଳେ। କର୍ମୀଙ୍କୁ ହାତ ଛଡା କରିବାକୁ ଚାହାଁନ୍ତିନି ନେତା। କାଳେ ଭୟ, ଛାଡି ପଲେଇବେ ସେଥି ପାଇଁ କେମିତି ମହାପ୍ରସାଦ ଛୁଆଁ ପର୍ବ ଚାଲିଛି ଆସନ୍ତୁ ଦେଖିବା...
ସୋସିଆଲ୍ ମିଡିଆରେ କରୁଛି ଟ୍ରେଣ୍ଡ। ହସପିଟାଲଠୁ ରୋଗୀ ସବୁଠି ଡୋଲୋ-୬୫୦ର ଚାହିଦା। କରୋନା ମହାମାରୀ ସମୟରେ ଡୋଲୋ-୬୫୦ ଦେଶର ସମସ୍ତ ଔଷଧ କଂପାନୀର ବିକ୍ରିକୁ ପଛରେ ପକାଇ ରେକର୍ଡ କରିଛି। ଆଉ ରାତାରାତି ଏ ମାଲିକ ହୋଇଗଲେ କୋଟିପତି। ଜାଣନ୍ତୁ ଡୋଲୋ-୬୫୦ ମେଡିସିନର ମାଲିକ କିଏ...