ମନ୍ତ୍ରୀ କହିଛନ୍ତି ସମୁଦ୍ର ପାଣିକୁ ପାନୀୟ ଉପଯୋଗୀ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ପ୍ରଥମେ ଲୁଣି ପାଣିକୁ ପରୀକ୍ଷା କରାଯିବା ପରେ ଏନେଇ ନିଷ୍ପତ୍ତି ନିଆଯାଇ ପାରିବ।
ବାତ୍ୟା ଆସୁଛି, ସମୁଦ୍ର ଭିତରକୁ ଯାଉନାହାନ୍ତି ମତ୍ସଜୀବୀ...ବାଲୁଙ୍ଗାରେ ଡଙ୍ଗାକୁ ସୁରକ୍ଷିତ ଭାବରେ ରଖୁଛନ୍ତି ଧୀବର