Advertisment

Panchang Today 8th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି-୧୧ଶୀ ଦିବା ୧୨.୨୯ ଗତେ ୧୨ଶୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର ।

author-image
Deepak Acharya
undefined

Panchang

ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର ।  ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି-୧୧ଶୀ  ଦିବା ୧୨.୨୯ ଗତେ ୧୨ଶୀ ।
ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର ।  ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନୀ-ତିଳକାଞ୍ଚନ ଦାନ ଦିବା ୧୨.୨୯ ଗତେ ୨ପାଦ-ପଶୁ ଓ ବଂଶହାନୀ-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୯.୦୬ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।

Advertisment

ଶୁଭ ସମୟ-
ପ୍ରାତଃ- ୦୫.୧୭ ରୁ ୦୭.୦୦
ଦିବା- ୧୦.୨୬ ରୁ ୦୧.୦୦
ରାତ୍ରି- ୦୨.୧୯ ରୁ ୦୩.୦୩

ଅଶୁଭ ସମୟ-
ରାହୁକାଳ- ଦିବା-୦୧.୧୯ ରୁ ୦୨.୫୬
କାଳବେଳା- ଦିବା ୦୨.୫୬ ରୁ ୦୪.୩୨
ବାରବେଳା- ଦିବା ୦୪.୩୨ ରୁ ୦୬.୦୮
କାଳରାତ୍ରି- ରାତ୍ରି ୧୧.୪୩ ରୁ ୦୧.୦୬

Advertisment
Astrology Panchang
Advertisment
Advertisment