ଚାକିରି ଛାଡ଼ିଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ। ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ ଏୟାର ଇଣ୍ଡିଆ କ୍ୟାପ୍ଟେନ ପଦବୀରୁ ଇସ୍ତଫା ଦେଇଛନ୍ତି।
କଂଗ୍ରେସ ଭବନ ଦେଖିନଥିବା ଲୋକଙ୍କୁ କମିଟିରେ ପଦ ପଦବୀ ମିଳିଥିବା ନେଇ ଆଣିଛନ୍ତି ଅଭିଯୋଗ। କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ନିଜ ସ୍ୱାର୍ଥ ଲାଗି ଚିହ୍ନା ଜଣାଙ୍କୁ କମିଟିରେ ସ୍ଥାନ ଦେଇଥିବା କହି ସାଂସଦ ସପ୍ତଗିରି ଉଲାକାଙ୍କୁ ପରକ୍ଷରେ ଟାର୍ଗେଟ କରିବା ସହ ଦଳ ଭିତରର ଗୋହି ଖୋଳିଛନ୍ତି।
ଏଥିସହିତ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ‘ବର୍ତ୍ତମାନ ଯେଉଁଭଳି ରାଜ୍ୟରେ ସରକାର ଚାଲିଛି, କର୍ପୋରେଟରମାନେ ମନକୁ ପାଇସାଦେଇ ଚାଲିଯାଉଛନ୍ତି ।
‘ମୁଁ ଆଉ ନିର୍ବାଚନ ଲଢ଼ିବିନି। ମୋ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢ଼ିବ’। ପ୍ରେସ୍ମିଟ୍ରେ ଏଭଳି କିଛି ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଛନ୍ତି।
ଧାମନଗର ଉପ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର କାର୍ଯ୍ୟକ୍ରମ। କଂଗ୍ରେସର ପ୍ରଚାରର ମଙ୍ଗ ଧରିଛନ୍ତି ବିଧାୟକ ସୁର ରାଉତରାୟ।
ହେଇଟି ସୁର ଅଜା, ତେମେ ଆଉ ଏମିତି ଅଗଲ ବଗଲ କୁହନି। ନିରଞ୍ଜନ ସାଆରେ କହୁଛନ୍ତି ଗୋଟାଏ, ତମେ ପଛରେ ଠିଆ ହେଇ କହୁଛ ଆଉ ଗୋଟାଏ। ଯାଇଁଲ ସାର୍ କହୁଛନ୍ତି ଫାଟ ଅଛି, ତେମେ କହୁଛ ଫାଟ ନାହିଁ ? କି କଥା ଏଗୁଡ଼ା, ଲଜ୍ଜା…
ଗତକାଲି ଫିଫା ୧୭ବର୍ଷରୁ କମ୍ ବିଶ୍ୱକପ ମ୍ୟାଚ ଦେଖିବାକୁ ସୁର କଳିଙ୍ଗ ଷ୍ଟାଡିୟମ ଯାଇଥିବା ବେଳେ ତାଙ୍କୁ ସୁରକ୍ଷାକର୍ମୀମାନେ ଭିତରକୁ ଛାଡି ନଥିଲେ ।
ଏଥିପାଇଁ ନବୀନ ସରକାର, ମ୍ୟାନେଜମେଣ୍ଟ ଦାୟୀ ବୋଲି କହିଲେ।
କଂଗ୍ରେସ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ଗୁଜବକୁ ନେଇ ଏମିତି କହିଲେ ବିଧାୟକ ସୁର ରାଉତରାୟ
ରାଷ୍ଟ୍ରପତି ନିର୍ବାଚନରେ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ନାହିଁ ବୋଲି କହିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।
ନରସିଂହଙ୍କ ବୟାନର ଦିନକ ପରେ ସୁର କହିଛନ୍ତି ଦ୍ରୌପଦୀଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବାକୁ ସେ ସୋନିଆଙ୍କୁ ପରାମର୍ଶ ଦେଲେ ।
ଏଭେରେଷ୍ଟ ଶିଖରରେ ପହଞ୍ଚିବା ପାଇଁ ସିଦ୍ଧାର୍ଥଙ୍କୁ ମାସେ 27 ଦିନ ସମୟ ଲାଗିଥିଲା।
ବିଜେଡି ଚାହୁଁନି ସଭାପତି ପଦବୀରେ ଜଣେ ଶକ୍ତିଶାଳୀ ଲୋକ ବସୁ । ତେଣୁ ଲବି କରି ଦୁର୍ବଳ ଲୋକ ବସେଇବା ପାଇଁ ଯୋଜନା ହୋଇଛି ।
‘ଚୋର ହେଇଥା, ଡକାୟତ ହେଇଥା, ପଇସା ଖାଇଥା। ଥରେ ତମେ ଜିତିଗଲା ପରେ ତମେ ହିରୋ... ୱେଲ୍ କମ୍। ମୋ ୫୦ ବର୍ଷ କ୍ୟାରିୟରରେ ମୁଁ ଆଜି ହାତ ଟେକି ଦେଉଛି
ନିଜ ଝିଅ ପାଇଁ କଷ୍ଟ କରି ରାଜଧାନୀରେ ଅଟୋ ଚଲାଉଥିବା ଜଣେ ମହିଳାଙ୍କ ଅଟୋରେ ବସିଲେ ଜଟଣୀ ବିଧାୟକ ସୁର ରାଉତରାୟ।
ହୋଲି...ଆଜି ମୋ ଚିକିଣି ଗାଡ଼ି ନେଇ ଆସିଲେ ତୁମେ ରଖିବ ତ? ପୂରା ଧଳା ଗାଡ଼ିକୁ ନାଲି କରିଦେବ...ମୋର ଏସନ ଏଇ ଗାଡ଼ି ଚଢିବି। ତୁମେ ମାନେ ଯେତେ ହୋଲି ମାରିଲେ ବି ଫରକ ପଡ଼ିବନି...ଦେଖନ୍ତୁ ସୁର ଭାଇଙ୍କ ନୂଆ ଗାଡ଼ି
ରାଜ୍ୟର ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଶେଷ ହୋଇଛି । ଏପରିକି କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହି ହିଂସାରୁ ବର୍ତ୍ତି ପାରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଏବେ ବେଳ କାଳ ଠିକ୍ ନାହିଁ। ହେଲେ ସୁର ଭାଇଙ୍କ ମୁହଁରେ ଏ କି କଥା। କହୁଛନ୍ତି, ରେଡି ତ... ମାଡି ଚାଲ... ସବୁ ଖୋଲି ଦିଅ... ବିୟୁଟି ଫୁଲ୍...
‘ଯେଉଁମାନେ ଦାରୁଠେଙ୍ଗ ଗାଁକୁ ହେଲ୍ଥ୍ କାର୍ଡ ବାଣ୍ଟିବାକୁ ଯାଇଥିଲେ ସେମାନଙ୍କୁ ଅଣ୍ଡାରେ ପୋତି ଦେଲେ। ଏହା କେବଳ ଟ୍ରେଲର ଥିଲା। ଆଗକୁ ଆହୁରି ଜୋରଦାର ବିରୋଧ କରାଯିବ। ସ୍ମାର୍ଟ ହେଲ୍ଥ୍ କାର୍ଡ କ’ଣ ସେମାନଙ୍କ ପୈତୃକ ସମ୍ପତ୍ତି ? କେବଳ ରାଜନୀତି ପାଇଁ କାର୍ଡ ବଣ୍ଟା ଯାଉଛି। ଆଗକୁ ଅଣ୍ଡମାଡ଼ ସହ ସବୁ ମାଡ଼ ଆରମ୍ଭ ହେବ। ଏହାପରେ ନବୀନ ବାବୁ ଆଉ ସମ୍ଭାଳି ପାରିବେନି।’ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ଦାରୁଠେଙ୍ଗରେ ସାଂସଦ ମୁନ୍ନା ଖାଁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ସହ ଛାତ୍ର କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିଛନ୍ତି। ସରକାରୀ କାର୍ଯ୍ୟକୁ ଦଳୀୟ ଭିତ୍ତିରେ କରାଯିବା ପ୍ରତିବାଦରେ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା।
ଆପଣମାନେ ଶୁଣିଥିବେ ଆମ ଜଟଣୀ ବିଧାୟକ ସୁର ରାଉତରାୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହେଲେ ସେ ଘରେ ନ ରହି ଏଣେତେଣେ ବୁଲାବୁଲି କରୁଛନ୍ତି। ଦେଖୁନ କେମିତି ଏଇଠି ବସିଛନ୍ତି ସୁର ଭାଇ...
କରୋନା ସଂକ୍ରମିତ ହୋଇ ସର୍ବସାଧାରଣରେ ବୁଲୁଥିବା ବିଧାୟକ ସୁରେଶ ରାଉତରାୟ ସୁପର ସ୍ପ୍ରେଡର ହେବେନି ତ ? କାହିଁକି ରହୁନାହାନ୍ତି ଘରେ ?