'କଂଗ୍ରେସ ନେତା ସୁର ରାଉତରାୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତଥାପି ସେ ଦୁର୍ବଳ ନ ହୋଇ କହୁଛନ୍ତି ମୁଁ ରେଡି… ଟିକା ନେଇଛି ଏମିତି, ଆଉ ବଢ଼ିବନି କି ମତେ ଛାଡ଼ିବେନି ନହେଲେ ବିଧାନସଭା ପଳାନ୍ତି'
ରାଗିଗଲେ ବିଧାୟକ ସୁର ରାଉତରାୟ.. ମମିତା ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ବିରୋଧ କରିବାରୁ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ ହେବା ନେଇ ରାଗିଯାଇଛନ୍ତି ସୁର.. ସେପଟେ ବିଧାୟକ ସାଲୁଜାଙ୍କ ପ୍ରସ୍ତାବକୁ ବି ସେ ସମର୍ଥନ କରିଛନ୍ତି । ଶୁଣନ୍ତୁ ସୁର କଣ କହୁଛନ୍ତି
ପୋଲିସ ମାନିଛି ସେକ୍ସ ସ୍କାଣ୍ଡାଲ ସେଠାରେ ହଉଥିଲା.. ଏଥିରେ ବହୁ ନେତା, ମନ୍ତ୍ରୀ ସାମିଲ.. ସରକାର ତଦନ୍ତ କରି ସତ ସାମ୍ନାକୁ ଆଣନ୍ତୁ.. ମମିତା ମେହର ହତ୍ୟା ମାମଲାର ତଦନ୍ତକୁ ନେଇ ବିଧାୟକ ସୁର ରାଉତରାୟ କଣ କହିଛନ୍ତି ଶୁଣନ୍ତୁ..
‘ନବୀନ ପଟ୍ଟନାୟକ କଳଙ୍କିତ ମୁଖ୍ୟମନ୍ତ୍ରୀ’ । ନବୀନ ବାବୁ କହୁଛନ୍ତି ମୁଁ ହ୍ୱାଇଟ୍, ଟ୍ରାଉଜର୍ ପିନ୍ଧୁଛି ହ୍ୱାଇଟ୍, ଦେଖିଲା ବେଳକୁ ଭିତରଟା ପୂରା କଳା
ପ୍ରଦୀପ ମାଝି କଂଗ୍ରେସ ଛାଡ଼ିବା ଅବସରରେ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ନିଜ ସ୍ୱାର୍ଥ ପାଇଁ ପ୍ରଦୀପ ମାଝି କଂଗ୍ରେସ ଛାଡ଼ିଛନ୍ତି। ସେ ଫେଲ୍ ମାରି ବୁଲୁଛନ୍ତି। ସେ ଯେଉଁଥିରେ ହାତ ମାରିଲେ ଫେଲ୍।
'ଦାରିଦ୍ରରେ ଓଡ଼ିଶା ନମ୍ବର ୧। ଜାନକୀ ପଟ୍ଟନାୟକ ୫ମକୁ ନେଇଯାଇଥିଲେ, ଆମେ ପୁଣି ଖସି ଆସିଲେ ବିହାର ତଳକୁ। ନାରୀ ନିର୍ଯାତନାରେ ଭାରତ ଆଗରେ। ଏସବୁକୁ ନେଇ ଆମେ ଆନ୍ଦୋଳନ ଆନ୍ଦୋଳନ କରିଛି କଂଗ୍ରେସ୍।
ଆଜି ବିଧାନସଭାରରେ ବେକାରୀ ସମସ୍ୟା କଥା ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଲାଇନ୍ ମ୍ୟାନ୍ ଆଣିବେ ମହାରାଷ୍ଟ୍ରରୁ। ଫିଟର ଆଣିବେ ତାମିଲନାଡୁରୁ। ୱାସିଂ ମେସିନ୍ ସଜାଡିବାକୁ ଆଣିବେ ତାମିଲନାଡୁରୁ। ଓଡ଼ିଶାରେ ନାହାନ୍ତି କେହି?
Odishatv is the leading news channel in Odisha. Our Website https://odishatv.in/ Watch Live: http://live.odishatv.in/ SUBSCRIBE to OTV channel https://goo.gl/Ehz6OP Like
The highest-rated show among all Odia news television which focuses on analysing the socio-political issues. Famous Ollywood Comedia Hrushikesh Das presents