• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Solar Eclipse

Solar Eclipse
ସୂର୍ଯ୍ୟୋପରାଗ ଦିନ ସ୍କୁଲ-କଲେଜ ସବୁ ଛୁଟି

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।

Effect Of Solar Eclipse On Zodiac Signs
ରାଶି ଉପରେ ସୂର୍ଯ୍ୟପରାଗର ପ୍ରଭାବ: କେଉଁ ରାଶି ପାଇଁ ଶୁଭ ଓ କାହା ପାଇଁ ଅଶୁଭ, ଜାଣନ୍ତୁ...

ବ୍ୟବସାୟରେ ଅନୁକୂଳ ବାତାବରଣ ଆସିପାରେ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ  ସ୍ଥାପନ କରିବେ । ଆପଣଙ୍କ ପାଖକୁ ନୂଆ ଦାୟିତ୍ୱ ଆସିପାରେ । 

Don'ts Do These Things During Solar Eclipse 2022
ସୂର୍ଯ୍ୟପରାଗ ବେଳେ ଏହିସବୁ କାର୍ଯ୍ୟ କରନ୍ତୁ ନାହିଁ...

ରାହୁ ଗ୍ରସ୍ତ ସୂର୍ଯ୍ୟ ପରାଗ ୨୫/୧୦/୨୦୨୨ ମଙ୍ଗଳବାର ଦିନ ଅପରାହ୍ନ ୦୨.୧୫ ପରଠାରୁ ସ୍ୱାତୀ ନକ୍ଷତ୍ର ତୁଳା ରାଶିରେ ଆରମ୍ଭ ହୋଇ ସେହି ଦିନ ୦୬.୨୬ ରେ ସର୍ବମୋକ୍ଷ ହେବ। କିନ୍ତୁ ସେହି ଦିନର ସୂର୍ଯ୍ୟ ଅସ୍ତ ଅପରାହ୍ନ ୦୫.୧୫ ରେ ରହିଥିବାରୁ ସେହି ସମୟରେ ପରାଗ ମୋକ୍ଷ ହୋଇ ନଥାଏ।

Solar Eclipse
ଦୀପାବଳିରେ ସୂର୍ଯ୍ୟୋପରାଗ, କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ

ଅମାବାସ୍ୟାରେ ଦୀପଦାନ, ପୟାଶ୍ରାଦ୍ଧ, କାଳୀପୂଜା ଓ ବଡବଡୁଆ ଡାକ କିଭଳି ଏବଂ କେଉଁ ସମୟରେ ପାଳିବେ, ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି ରାଜ୍ୟବାସୀ । ଆସନ୍ତୁ ଜାଣିବା ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣରେ ବିଧି ପାଳନ ନେଇ କଣ କହୁଛନ୍ତି ଜ୍ୟୋତିର୍ବିଦ ଓ ପଣ୍ଡିତ ।

Solar Eclipse
ଦୀପାବଳିରେ ସୂର୍ଯ୍ୟୋପରାଗ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ; କିଭଳି ହେବ ପାକ ତ୍ୟାଗ ଓ ଦେବନୀତି ? ଜାଣନ୍ତୁ..

ଏଥର ଗୋଟିଏ ମାସରେ ଅମାବାସ୍ୟାରେ ସୂର୍ଯ୍ୟୋପରାଗ ପଡୁଥିବା ବେଳେ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ ।

ଏବର୍ଷ ଦୀପାବଳି ଦିନ ସୂର୍ଯ୍ୟୋପରାଗ
ଏବର୍ଷ ଦୀପାବଳି ଦିନ ସୂର୍ଯ୍ୟୋପରାଗ, କେତେବେଳେ ପାକତ୍ୟାଗ ଜାଣନ୍ତୁ

ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସଅଳ କରିବାକୁ ହୋଇଛି ନିଷ୍ପତ୍ତି।

sun
ଆକାଶରେ ୨ଟି ସୂର୍ଯ୍ୟ ! ସୋସିଆଲ୍‌ ମିଡିଆରେ ଭାଇରାଲ୍‌

ନୂଆଦିଲ୍ଲୀ: ସମାନ ସମୟରେ ଆକାଶରେ ଦୃଶ୍ୟମାନ ହେଲା ୨ଟି ସୂର୍ଯ୍ୟ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ, ଏବେ ସୋସିଆଲ୍‌ ମିଡିଆରେ ଏମିତି କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଆମେରିକା-କାନାଡା ସୀମାରେ ଏହି ବିରଳ ଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା ବୋଲି କୁହାଯାଉଛି। ଜୁନ୍‌ ୨୧ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଦିନ ଏହି ଫଟୋ ଭାଇରାଲ ହୋଇଛି। ଏହି ଫଟୋ ଗୁଡ଼ିକ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାସହ ଦାବି କରାଯାଇଛି ଯେ, ସମାନ […]

astrology
ଆଜି ସୂର୍ଯ୍ୟପରାଗ: ଏହି ରାଶି ପାଇଁ ଶୁଭ, ଧନପ୍ରାପ୍ତିର ଆଶା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଏଥର ବଳୟ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ରାଜସ୍ଥାନ ଓ ହରିୟାଣାରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ଓଡ଼ିଶାରେ ଏହା ଆଂଶିକ ଭାବେ ଦେଖାଦେବ। ଓଡ଼ିଶାରେ ବଳୟ ସୂର୍ଯ୍ୟପରାଗ ସକାଳ ୧୦ଟା ୧୫ରୁ ଆରମ୍ଭ ହୋଇ ଅପରାହ୍ଣ ୨ଟା ୨୦ରେ ଶେଷ ହେବ। ସୁନ୍ଦରଗଡ଼ରେ ୭୨ ପ୍ରତିଶତ ପରାଗ ଦୃଶ୍ୟମାନ ହେବାକୁ ଥିବାବେଳେ ମାଲକାନଗିରିରେ ଏହା ୬୦ ପ୍ରତିଶତ ଦୃଶ୍ୟମାନ ହେବ। ରାଜଧାନୀ ଭୁବନେଶ୍ୱରରେ ଏହା ୬୫ ପ୍ରତିଶତ ଦୃଶ୍ୟମାନ […]

solar eclipse 2020
ଆସନ୍ତା ୨୧ରେ ସୂର୍ଯ୍ୟପରାଗ, ଜାଣନ୍ତୁ ଓଡ଼ିଶାରେ ଏହା ଦୃଶ୍ୟମାନ ହେବ ନା ନାହିଁ ?

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ପଡ଼ିବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଭାରତରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। ପୂର୍ଣ୍ଣ ସୂର୍ଯ୍ୟପରାଗ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡ ରାଜ୍ୟରେ ପ୍ରାୟ ୧ ମିନିଟ ଧରି ବଳୟ ସୂର୍ଯ୍ୟପରାଗ ଦେଖାଯିବ। ଏହିସବୁ ଅଞ୍ଚଳକୁ ଛାଡ଼ି ଦେଲେ ଭାରତର ବାକି ସବୁ ଅଞ୍ଚଳରେ ଆଂଶିକ ପରାଗ ଦେଖାଯିବ। ଓଡ଼ିଶାର ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ନା ନାହିଁ ?  ଓଡ଼ିଶାରେ ମଧ୍ୟ ଏହି […]

ଜୁନ୍‌ ୧୦ରେ ଚଳିତ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ, ଜାଣନ୍ତୁ କ’ଣ ରହିଛି ସମୟ..

ନୂଆଦିଲ୍ଲୀ: ଜୁନ ୧୦ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ହେଲେ ଓଡ଼ିଶାରେ ପଡ଼ିବନି ପ୍ରଭାବ । ଏହା ଚଳିତ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ । ଭାରତରେ କେବଳ ଜାମ୍ମୁ-କାଶ୍ମୀରର ୧୦% ଅଞ୍ଚଳରେ ଆଂଶିକ ଭାବେ…