ମୋବାଇଲ ଦେଖୁଦେଖୁ ଅନ୍ଧ ହୋଇଗଲେ ଯୁବତୀ !
ଆଜିକାଲି କାହା ହାତରେ ସ୍ମାର୍ଟଫୋନ ନାହଁ ? ପାଖରେ ଖାଇବାକୁ ନ ଥାଉ, କିନ୍ତୁ ସ୍ମାର୍ଟଫୋନଟିଏ ଥିବା ନିହାତି ଜରୁରୀ। ବିଶେଷକରି ଯୁବପୀଢି ତ ସ୍ମାର୍ଟଫୋନ ପାଇଁ ଏକ ପ୍ରକାର ପାଗଳ। ହେଲେ ଏଇ ସ୍ମାର୍ଟଫୋନ ନିଶା କେତେ ସାଂଘାତିକ ହୋଇ ପାରେ ଏହି ଘଟଣାକୁ ପଢି ଆପଣ ବୁଝିପାରିବେ।
କୋଭିଡ କଟକଣା ହଟିଛି। କିନ୍ତୁ ବଦଳିନି କୋଭିଡ ସମୟର ସେଇ ଜୀବନଶୈଳୀ। ବିଶେଷକରି କୋଭିଡ କଟକଣା ପିଲାଙ୍କ ଜୀବନକୁ ବେଶି ପ୍ରଭାବିତ କରିଛି। ଦୀର୍ଘ ୨ ବର୍ଷ ଧରି ସ୍କୁଲ ବନ୍ଦ ରହିବା ଯୋଗୁ ପିଲାମାନେ ଅନଲାଇନରେ ପଢିବାକୁ ବାଧ୍ୟ ହୋଇଥିଲେ। ଦୁଇବର୍ଷର ଏଇ ଅନଲାଇନ ପାଠପଢା ପିଲାଙ୍କର ୧୦ ବର୍ଷର ଅଭ୍ୟାସକୁ ବଦଳେଇ ଦେଇଛି।
କୋଭିଡ ଯାଇଛି। ଜୀବନ ଯାତ୍ରା ସ୍ୱାଭାବିକ ହୋଇଛି। ହେଲେ କୋଭିଡ ତାର ଯେଉଁ ପ୍ରଭାବ ଛାଡ଼ି ଯାଇଛି ତାହା ଏବେ ଘରେ ଘରେ ମୁଣ୍ଡ ବିନ୍ଧାର କାରଣ ହୋଇଛି। କୋଭିଡ ସମୟରେ ଅନଲାଇନ କ୍ଲାସ କରିବା ପରେ ଛୋଟ ପିଲାମାନେ ଏପରି ଭାବେ ମୋବାଇଲ ଅଭ୍ୟସ୍ତ ହୋଇ ଯାଇଛନ୍ତି ଯେ, ଗୋଟିଏ ମୁହୂର୍ତ୍ତ ବିନା ସ୍ମାର୍ଟ ଫୋନରେ ରହିବା ତାଙ୍କ ପାଇଁ ଯେମିତି ଅସମ୍ଭବ ହୋଇ ପଡ଼ୁଛି।
ଯଦି ଆପଣ ଫୋନ୍ ପାସ୍ୱାର୍ଡ, ପିନ୍ କିମ୍ବା ପାଟର୍ନ ଭୁଲି ଯାଇଛନ୍ତି, ତା’ହେଲେ ଘରେ ବସି ଏହାକୁ ଅନ୍ଲକ୍ କରିପାରିବେ। ଏଥିପାଇଁ ଆପଣଙ୍କୁ ଆଉ ସର୍ଭିସ୍ ସେଣ୍ଟର ଯିବାକୁ ପଡ଼ିବନି।
ଶସ୍ତାରେ ମିଳିବ ମୋବାଇଲ। ମାତ୍ର ୧୦୧ ଟଙ୍କାରେ ସ୍ମାର୍ଟ ଫୋନ୍। ଦୀପାବଳୀ ପାଇଁ ମିଳୁଛି ଏମିତି ଦମ୍ଦାର ଅଫର୍। କେବଳ ଏତିକି ଦିନ ମଧ୍ୟରେ କିଣିବାକୁ ପଡ଼ିବ ଏହି ଫୋନ୍...
ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର। ନଭେମ୍ବର ୧ ତାରିଖରୁ ଏହି ସବୁ ମୋବାଇଲ୍ରେ କାମ କରିନପାରେ ହ୍ୱାଟ୍ସଆପ୍। ତେବେ କଣ ଏହାର କାରଣ? କାହିଁକି ଏମିତି ହୋଇପାରେ?
ସ୍ମାର୍ଟଫୋନ୍ରେ ଆଉ ଚାଲି ନ ପାରେ ହ୍ୱାଟ୍ସଆପ । ଆସନ୍ତା ନଭେମ୍ୱର ୧ ତାରିଖରୁ କିଛି ସ୍ମାର୍ଟଫୋନ୍ରେ ହ୍ୱାଟ୍ସଆପ୍ ଅଚଳ ହୋଇଯିବ। ଅଚଳ ପରେ ୟୁଜର୍ସମାନେ ହ୍ୱାଟ୍ସଆପରେ କୌଣସି ମେସେଜ୍ ଦେଖିପାରିବେ ନାହିଁ କି ଅନ୍ୟ ସହ ଚାଟ୍ କରିପାରିବେ ନାହିଁ। ଏମିତି କିଛି ସ୍ମାର୍ଟଫୋନ ରହିଛି ଯେଉଁଥିରେ ହ୍ୱାଟ୍ସଆପ୍କୁ ବନ୍ଦ କରାଯିବ। ଯାହାର ତାଲିକା ପାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ଆପଣଙ୍କ ଫୋନ୍ରେ ଥିବା ବ୍ୟକ୍ତିଗତ ତଥ୍ୟ, ଫଟୋ, ଭିଡ଼ିଓ ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରି ନେଉଛି ଚାଇନା। ଯଦି ଆପଣ ଚାଇନା ମୋବାଇଲ ବ୍ୟବହାର କରୁଛନ୍ତି ତେବେ, ନିଶ୍ଚିତ ଦେଖନ୍ତୁ ଏହି ଭିଡ଼ିଓ...