ଦହଗଞ୍ଜ କଲାଣି ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରତିବନ୍ଧକ । ରାଜ୍ୟରେ ଏକ ରେରା ଅନୁକୂଳ ଆପାର୍ଟମେଣ୍ଟ ମାଲିକାନା ନିୟମ ଆସି ପାରୁ ନଥିବାରୁ ନିଜର କଷ୍ଟ ଅର୍ଜିତ ଧନ ନିବେଶ କରି ବି ବାସଗୃହ କ୍ରେତା ପାଇପାରୁନି ନିଜ ସ୍ବପ୍ନର ଘର। ଏପଟେ ଘର ହସ୍ତାନ୍ତର ହୋଇ ପାରୁ ନ ଥିବାରୁ ରାଜ୍ୟର ରିଅଲ୍ ଇଷ୍ଟେଟରେ ନିବେଶ ହୋଇଥିବା ହଜାର ହଜାର କୋଟି ଟଙ୍କା ବି ଅଟକି ରହିଛି।
Published By: Manoranjan Behera
Last updated: 30 January 2024, 10:37 PM IST
ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍। ତେବେ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା। ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ ୬୦ରୁ ଅଧିକଜୀବନ। ସେପଟେ ରାସ୍ତାମଝିରେ ହନ୍ତସନ୍ତ ଅତିଥିଙ୍କୁ ତୁରନ୍ତ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଛନ୍ତି ଜଣେ ସ୍ଥାନୀୟ ଡ୍ରାଇଭର।