ଆପଣ ଜାଣିଛନ୍ତି କି, ରାଷ୍ଟ୍ରପତିଙ୍କ ଗାଡ଼ିରେ ନମ୍ବର ପ୍ଲେଟ୍ ନରହିବା ପଛରେ ଏକ ବଡ଼ କାରଣ ରହିଛି । ସବୁ ରାଜ୍ୟରେ ଭିନ୍ନ ଭିନ୍ନ ଷ୍ଟେଟ୍ କୋଡ ରହିଥିବା ବେଳେ ରାଷ୍ଟ୍ରପତିଙ୍କର ନଥାଏ ନମ୍ବର ପ୍ଲେଟ୍ ।
ଦେହରେ ବଳ ନଥିଲେ ବି ପରିଣତ ବୟସରେ ଆଶା ଓ ନିସ୍ୱାର୍ଥପର ସେବା ତାଙ୍କୁ ବହୁ ଉଚ୍ଚକୁ ନେଇସାରିଥିଲା। ଶେଷରେ ନନ୍ଦ ସାର ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀରେ ପୁରସ୍କୃତ ହୋଇଥିଲେ। ସତରେ ସେଦିନ ପ୍ରତି ଓଡ଼ିଆଙ୍କ ପାଇଁ ସମ୍ମାନର ଦିନ ଥିଲା।