ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଆସନ୍ତାକାଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, କଟକରେ ବ୍ରହ୍ମକୁମାରୀ ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ରାଜଭବନରେ ପ୍ରଧାନମନ୍ତ୍ରୀ ଜନମନର ଉପସ୍ଥାପନା ଦେଖିବେ ।
ଉତ୍ସାହ...ଉତ୍କଣ୍ଠା...ଉନ୍ମାଦନା... ନିଜ ମାଟିର ଝିଅ ଆଜି ଯେତେବେଳେ ଦେଶର ରାଷ୍ଟ୍ରପତି, ତାଙ୍କରି ଝଲକଟିଏ ପାଇବା ପାଇଁ ଏବଂ ତାଙ୍କୁ ଅତି ନିକଟରୁ ଦେଖିବାରୁ ସୁଯୋଗ ଯେତେବେଳେ ଆଜି ଆସିଛି କିଏ ବା କାହିଁକି ହାତଛଡ଼ା କରିବ ।
ଦୁଇ ଥାକିଆ ବାଇପାସରୋଡ, ରାଇରଙ୍ଗପୁରର ସ୍ପୋର୍ଟସ କଂପ୍ଲେକ୍ସର ଶିଳାନ୍ୟାସ କରିବେ । ଭର୍ଚୁଆଲରେ ବାରସାହିରେ ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲର ଶିଳାନ୍ୟାସ କରିବେ ।
ଅପରାହ୍ଣରେ ସୁକ୍ରୁଲି ପାଣ୍ଡୁରସିଳୀ ଫୁଟବଲ ଗ୍ରାଉଣ୍ଡର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ମାଆ କିଚକେଶ୍ୱରୀ ମନ୍ଦିର ପରିଦର୍ଶନ କରି ଆଶିଷ ଭିକ୍ଷା କରିବେ ।
ଦିଲ୍ଲୀରୁ ପଲ୍ଲୀ, ସବୁଠି ୭୫ତମ ଗଣତନ୍ତ୍ର ଦିବସର ଉଲ୍ଲାସ। ଦିଲ୍ଲୀ କର୍ତ୍ତବ୍ୟ ପଥରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଆଦିତ୍ୟ ଏଲ୍-୧ର ସଫଳତା ଆମକୁ ନୂଆ ସୋପାନକୁ ନେଇଛି । ଅନ୍ତରୀକ୍ଷ ବିଜ୍ଞାନରେ ଭାରତର ସଫଳତା ଯୁବଶକ୍ତିଙ୍କୁ ଉତ୍ସାହିତ କରିଛି ।
ସାଧବାଣୀଙ୍କୁ ବିଦାୟ ଦେଇ ସମୁଦ୍ରରେ ସାଧବପୁଅଙ୍କ ପ୍ରତୀକାତ୍ମକ ଯାତ୍ରା ବେଳର ଦୃଶ୍ୟ ଥିଲା ଖୁବ୍ ଚିତାକର୍ଷକ।
ଏକ୍ସପ୍ରେସରେ ବସି ରାଇରଙ୍ଗପୁର ଯାଏଁ କଲେ ଯାତ୍ରା ମହାମହିମ୍ । ଆଜିଠୁ ବାଦାମପାହାଡ଼ରୁ ସାଲିମାର ଓ ରାଉରକେଲାକୁ ଚାଲିଲା ଏକ୍ସପ୍ରେସ ।
ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ରେଳ ଷ୍ଟେସନରୁ ଆଜି ତିନିଟି ଟ୍ରେନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ସାଙ୍ଗ ହୋଇ ଖାଉଥିଲେ, ନାଚୁଥିଲେ ଏବଂ ଶୋଉଥିଲେ ।
ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ରାଷ୍ଟ୍ରପତି ପାରାଦୀପ ଆସି ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ।
ନଭେମ୍ବର ୨୦ରେ ରାଷ୍ଟ୍ରପତି ଓଡ଼ିଶା ଆସୁଥିବା ସୂଚନା ମିଳିଛି ।
ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ରାଷ୍ଟ୍ରପତିଙ୍କ ଶିକ୍ଷକ । ମାଟି କାରିଗରଙ୍କ ବିଭିନ୍ନ ଦାବି ନେଇ ଧାରଣା ଦେଇଛନ୍ତି ।
ପାଖାପାଖି ୫୦ ବର୍ଷର ରାଜନୀତି ଅଭିଜ୍ଞତା ରଖିଥିବା ଖଡ଼ଗେ ଏବେ ରାଜ୍ୟସଭାର ବିରୋଧୀ ଦଳ ନେତା ପଦବୀ ମଣ୍ଡନ କରୁଛନ୍ତି । ଏହା ଏକ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା । ସେ ଏତେ ବଡ଼ ପାହ୍ୟାରେ ରହିଥିଲେ ବି ତାଙ୍କୁ ଡିନର ପାର୍ଟିକୁ ଡକାଯାଇନାହିଁ।
ଦେଶର ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଜରିପାଲ ଢଙ୍କା ଷ୍ଟାଡ଼ିୟମରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଶାସନ ମୁଖ୍ୟ ତଥା ପ୍ରଥମ ନାଗରିକଙ୍କ ଅଭିଭାଷଣକୁ ନେଇ ତେଜିଲା ବିବାଦ । ମହାମହିମଙ୍କ ପ୍ରତି ଜାଣିଶୁଣି ନିନ୍ଦନୀୟ କାର୍ଯ୍ୟ କରିଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।
ଜରିପାଲ ଢଙ୍କା ଷ୍ଟାଡ଼ିୟମରେ ମହାମହିମ୍ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିତିଗଲାଣି ୨୪ ଘଣ୍ଟା । ଆଇନଜୀବୀ ଓ କଟକ ବାସିନ୍ଦାଙ୍କ ତୀବ୍ର ଅସନ୍ତୋଷ ଆଉ ସମାଲୋଚନା ପରେ ବି ଷ୍ଟାଡ଼ିୟମ ଛାତର ଅବସ୍ଥା ଯଥା ପୂର୍ବଂ ତଥା ପରଂ ।
ଓଡ଼ିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ନିବିଡ଼ତା ସଂପର୍କରେ ବି ସେ ବଖାଣିଥିଲୋ। ଏହା ପୂର୍ବରୁ ସେ ସେଣ୍ଟର ପରିସରରେ ଏକ ଆମ୍ବ ଚାରା ରୋପଣ କରିଥିଲେ ।
ରାଷ୍ଟ୍ରପତିଙ୍କ ଦିଲ୍ଲୀ ଗସ୍ତ ସମୟରେ ବିମାନବନ୍ଦରରେ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱରର ଏକ ସୋ’ ରୁମରୁ ୬ ଖଣ୍ଡ ଶାଢ଼ି ଓ ୬ ଖଣ୍ଡ ସୁଟ୍ ପିସ୍ କିଣିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରେସିଡେଣ୍ଟଙ୍କ ଅଫିସରୁ ଫୋନ୍ ପାଇ ମଙ୍ଗଳବାର ରାତିରେ ସୋ’ ରୁମ୍ ମ୍ୟାନେଜର ଓ ଆଉ ଜଣେ କର୍ମକର୍ତ୍ତା ରାଜଭବନରେ ପହଞ୍ଚିଥିଲେ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଓଡ଼ିଶା ଗସ୍ତର ତୃତୀୟ ତଥା ଶେଷ ଦିନ। ବ୍ରହ୍ମାକୁମାରୀ ଆଶ୍ରମରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି।
୧୦ଟି ଜନଜାତି ସମୁଦାୟକୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ତମାଣ୍ଡୋରେ ରାଷ୍ଟ୍ରପତିଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମ ।
ରାଷ୍ଟ୍ରପତି କହିଥିଲେ, ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ହଇରାଣ ହେଉଛନ୍ତି, ବହୁ ନିର୍ଦ୍ଦୋଷଙ୍କ ଜୀବନର ମୂଲ୍ୟବାନ ସମୟ ଜେଲରେ କଟୁଛି। ଯାହା ଚିନ୍ତାର ବିଷୟ।
ନ୍ୟାସନାଲ ଲ’ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବ ଅବସରରେ ଗରିବ, ଅସହାୟ ଲୋକଙ୍କୁ ସହଯୋଗ କରିବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ ଦେଇଛନ୍ତି।