ଗୋଟିଏ ଫ୍ରେମରେ ଦୁଇଟି କାହାଣୀ.. ମାଆକୁ ହରାଇ ଜଣେ ବେସାହାରା, ଆଉ ଜଣେ ଛୁଆଙ୍କୁ ହରାଇ ଅସହାୟ ମାଆ..
Published: Pallipuspa Samal
Last updated: 20 February 2023, 01:55 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।